ପୌଷ ପୂର୍ଣ୍ଣିମା ଉପଲକ୍ଷେ ଆଜି ପୁରୀରେ ହେବ ମହୋଦଧୀ ଆଳତୀ, ଜାଣନ୍ତୁ କେତେବେଳେ କଣ ଅଛି

Published: Jan 25, 2024, 11:06 am IST

ଭୁବନେଶ୍ବର: ପୁରୀ ଗୋବର୍ଦ୍ଧନ ପୀଠାଧିଶ୍ବର ଶ୍ରୀମଜଗଦ୍ରୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଜୀ ମହାରାଜଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିବା ତୀର୍ଥରାଜ ମହୋଦଧୂଙ୍କର ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ୧୮ତମ ବର୍ଷ ପୂର୍ତି ମହୋତ୍ସବ ଆଜି ଗୁରୁବାର ପବିତ୍ର ପୌଷ ପୂର୍ଣିମା ତିଥିରେ ସମ୍ପନ୍ନ ହେବ ।

ସେଥିପାଇଁ ଶଙ୍କରାଚାର୍ଯ୍ୟ ମଠ ତରଫରୁ କାର୍ଯ୍ୟନିର୍ଘଣ୍ଟ କରାଯାଇଛି।

ତା ୨୫.୦୧.୨୦୨୪ (ଗୁରୁବାର‌)-
ପ୍ରାତଃ ୬ ଘଟିକା – ଅଭିଷେକ ଓ ନଗର କୀର୍ତନ
ଦିବା ୧୧ ଘଟିକା – ସୁନ୍ଦରକାଣ୍ଡ ଓ ନାମସଙ୍କୀର୍ତନ
ଅପରାହ୍ନ ୪ ଘଟିକା – ଧର୍ମସଭା
ସନ୍ଧ୍ୟା ୬.00 ମି – ଗୁରୁଜୀ ମହାରାଜାଙ୍କ ଆର୍ଶୀବଚନ
ସନ୍ଧ୍ୟା ୬.୩୦ ମି – ମହୋଦଧୀ ପୂଜନ ଓ ଆଳତୀ

Related posts