Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଳ ଗାନ୍ଧୀଙ୍କ ଓଡିଶା କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ, ୪ ଦିନ ବୁଲିବେ ୨ ରାତି ରହିବେ
ଆଜିର ଖବର

ରାହୁଳ ଗାନ୍ଧୀଙ୍କ ଓଡିଶା କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ, ୪ ଦିନ ବୁଲିବେ ୨ ରାତି ରହିବେ

January 31, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାହୁଳ ଗାନ୍ଧୀଙ୍କ ଓଡିଶାରେ ନ୍ୟାୟ ଯାତ୍ରାର ସମୟ ପରିବର୍ତ୍ତନ କରାଯାଇଛି। ସେ ଆସନ୍ତା ୬ , ୭, ୮ ଓ ୯ ତାରିଖରେ ଓଡିଶାରେ ନ୍ୟାୟ ଯାତ୍ରା କରିବେ। ସେ ଦୁଇଦିନ ରାତ୍ରୀ ଯାପନ କରିବେ ବୋଲି ଜଣାପଡିଛି।

ସେ ୬ ତାରିଖରେ ଓଡିଶା ପ୍ରବେଶ କରିବେ। ବୀରମିତ୍ରପୁରରେ ତାଙ୍କୁ ଓଡିଶା କଂଗ୍ରେସ ତରଫରୁ ସ୍ବାଗତ କରାଯିବ।

ଏହାପରେ ୭ ଓ ୮ ତାରିଖରେ ସେ ସୁନ୍ଦରଗଡ, ରାଉରକେଲା ଓ ଝାରସୁଗୁଡା ଗସ୍ତ କରିବେ। ୭ ତାରିଖରେ ସେ ରାଉରକେଲା, ରାଇରଙ୍ଗପୁର ଏବଂ ଉତ୍ତରାରେ ସାଧାରଣ ସଭା କରିବେ। ସେଦିନ ଝାରସୁଗୁଡାରେ ରାତ୍ରୀ ଯାପନ କରିବେ।

ସେହିପରି ୮ ତାରିଖରେ ବ୍ରଜରାଜନଗର ଓ ବେଲପାହଡରେ ପଦଯାତ୍ରା କରି ଛତିଶଗଡ ଯିବେ। ରାହୁଳ ଗାନ୍ଧୀ ଓଡିଶାରେ ପ୍ରାୟ ୨୦୦ କିଲୋମିଟର ଯାତ୍ରା କରିବାର କାର‌୍ୟ୍ୟକ୍ରମ ରହିଛି।

rahulgandhi ରାହୁଳ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.