ଫେବ୍ରୁଆରୀ ୧୯ରେ ଶ୍ରୀ କଲ୍କି ଧାମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

Published: Feb 3, 2024, 12:00 pm IST

ନୂଆଦିଲ୍ଲୀ: ଶ୍ରୀ କଲ୍‌କି ଧାମର ଶିଳାନ୍ୟାସ ପାଇଁ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍‌ଙ୍କ ନିମନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଫେବ୍ରୁଆରୀ ୧୯ରେ ଏହି କାର୍ଯ୍ୟକ୍ରମ ହେବ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଆସ୍ଥା ଏବଂ ଭକ୍ତି ସହ ଜଡ଼ିତ ଏହି ପବିତ୍ର ଅବସରରେ ଭାଗ ନେବା ମୋ ପାଇଁ ସୌଭାଗ୍ୟର କଥା । ନିମନ୍ତ୍ରଣ ପାଇଁ ଆଚାର୍ଯ୍ୟ ପ୍ରମୋଦ ଜୀଙ୍କୁ ହୃଦୟରୁ ଧନ୍ୟବାଦ।’

Related posts