Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୮ ବର୍ଷ ପରେ ଏହି ଦେଶ ଭ୍ରମଣ କରିବ ଭାରତୀୟ ଦଳ, ଖେଳିବ ୫ ଟି -୨୦ ମ୍ୟାଚ୍, ଘୋଷଣା ହେଲା କାର୍ଯ୍ୟସୂଚୀ
ଆଜିର ଖବର

୮ ବର୍ଷ ପରେ ଏହି ଦେଶ ଭ୍ରମଣ କରିବ ଭାରତୀୟ ଦଳ, ଖେଳିବ ୫ ଟି -୨୦ ମ୍ୟାଚ୍, ଘୋଷଣା ହେଲା କାର୍ଯ୍ୟସୂଚୀ

February 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡ୍ରିମ-୧୧
ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବ ଏହି କମ୍ପାନୀ: ଡ୍ରିମ-୧୧ ର ନେବ ସ୍ଥାନ

ନୂଆଦିଲ୍ଲୀ: ୮ ବର୍ଷ ପରେ, ଭାରତୀୟ ଦଳ ଜିମ୍ବାୱେ ଭ୍ରମଣ କରିବାକୁ ଯାଉଛି। ଜୁଲାଇ ୨୦୨୪ ରେ ଭାରତୀୟ ଦଳ ଜିମ୍ବାୱେ ଯାଇ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବାକୁ ଯିବ। ପ୍ରକାଶ ଯେ, ଜୁନ୍ ମାସରେ ଟି -୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ। ଟି -୨୦ ବିଶ୍ୱକପ ପରେ ଭାରତୀୟ ଦଳ ଜିମ୍ବାୱେରେ ଟି -୨୦ ସିରିଜ ଖେଳିବ। ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୬ ରେ ଜିମ୍ବାୱେ ଗସ୍ତ କରିଥିଲା।

କାର୍ଯ୍ୟସୂଚୀ:

ପ୍ରଥମ ଟି -୨୦ ମ୍ୟାଚ୍ – ଜୁଲାଇ ୬ ତାରିଖ
ଦ୍ୱିତୀୟ ଟି -୨୦ ମ୍ୟାଚ୍ – ଜୁଲାଇ ୭ ତାରିଖ
ତୃତୀୟ ଟି -୨୦ ମ୍ୟାଚ୍- ଜୁଲାଇ ୧୦ ତାରିଖ
ଚତୁର୍ଥ ଟି -୨୦ ମ୍ୟାଚ୍- ଜୁଲାଇ ୧୩ ତାରିଖ
୫ ମ ଟି -୨୦ ମ୍ୟାଚ୍ – ଜୁଲାଇ ୧୪ ତାରିଖ

cricket india
Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026
Latest News

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.