Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୁ’ରୁ ସାଧାରଣ ଜନତାଙ୍କୁ ରକ୍ଷା ପାଇଁ ଜିଲ୍ଲାଧିକାରୀଙ୍କ ଅନନ୍ୟ ପଦକ୍ଷେପ
ଆଜିର ଖବର

ଲୁ’ରୁ ସାଧାରଣ ଜନତାଙ୍କୁ ରକ୍ଷା ପାଇଁ ଜିଲ୍ଲାଧିକାରୀଙ୍କ ଅନନ୍ୟ ପଦକ୍ଷେପ

June 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିହାରରେ ଲୁ ଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଲାଣି । ବିହାରର ଗୟାଠାରେ ଜିଲ୍ଲାଧିକାରୀ ଭୀଷଣ ଗରମରୁ ସାଧାରଣ ଜନତାଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ ଭିନ୍ନ ପଦକ୍ଷେପ ଆପଣାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଦେଇଛନ୍ତି । ଜିଲ୍ଲାଧିକାରୀ ଅଭିଷେକ ସିଂହ ରବିବାର ଦିନ ଜାରି କରିଥିବା ଏହି ଆଦେଶରେ କହିଛନ୍ତି ଲୁର ପ୍ରକୋପ ପୂର୍ବାହ୍ନ ୧୧ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବେଶ୍‌ ପରିଲକ୍ଷିତ ହେଉଛି । ଏହି ସମୟରେ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୧୪୪ ଜାରି କରିବା ଦ୍ବାରା ଲୋକମାନେ ବାହାରକୁ ବାହାରିବେ ନାହିଁ । ଏହା ଦ୍ବାରା ଜିଲ୍ଲାରେ ହେଉଥିବା ନିର୍ମାଣ କାର୍ଯ୍ୟ ଦିନ ୧୧ଟାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିଛି । ଏହା ସହିତ ଶ୍ରମିକ ତଥା ଏହି ସମ୍ବନ୍ଧିତ କର୍ମୀମାନେ ମଧ୍ୟ ଲୁ ପ୍ରକୋପରୁ ବର୍ତ୍ତିପାରିବେ । ଏହା ସହିତ ମନରେଗା ଯୋଜନାରେ କରାଯାଉଥିବା କାର୍ଯ୍ୟ ପାଇଁ ୧୦.୩୦ ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ କରାଯାଇଛି । ସେହିପରି ସାଂସ୍କୃତିକ ତଥା ଜନସମାଗମ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ଭିତରେ କୌଣସି ଖୋଲା ସ୍ଥାନରେ କରାଯିବା ନ ନେଇ ଆଦେଶ ରହିଛି । ସେହିପରି ସହରୀ କ୍ଷେତ୍ରରେ ରହିଥିବା ଦୋକାନଗୁଡ଼ିକ ସକାଳ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବା ଓ ଅପରାହ୍ନ ୪ଟାର ପୁଣି ଥରେ ଖୋଲା ହେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ଲୁ’ର ପ୍ରବଳ ପ୍ରକୋପ ସମୟରେ ସାଧାରଣ ଜନତାଙ୍କୁ ରକ୍ଷା କରିବା ନିମେନ୍ତ ଜିଲ୍ଲାଧିକାରୀ ଏକ ଅନନ୍ୟ ପଦେକ୍ଷପ ଗ୍ରହଣ ପୂର୍ବ ଧାରା ୧୪୪ ଜାରି କରିଛନ୍ତି । ଅସହ୍ୟ ଗ୍ରୀଷ୍ମ ଲହରୀ ପାଇଁ ବିହାରର ସମସ୍ତ ସ୍କୁଲକୁ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ଘାେଷଣା କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ

January 28, 2026

ରାଶିଫଳ: ଆଜି ଜାନୁୟାରୀ ୨୮ ତାରିଖ ବୁଧବାରରେ ଏହି ରାଶିଗୁଡିକର ରହିଛି ରାଜଯୋଗ

January 28, 2026

ନୂଆ ମାଇଲଖୁଣ୍ଟ ହାସଲ କଲା ବିଏସଏନଏଲ

January 27, 2026

କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

January 27, 2026
Latest News

ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ

January 28, 2026

ଭାରତ-ୟୁରୋପୀୟ ସଂଘ ଭାଗିଦାରୀ: ବିଶ୍ୱ ଜିଡିପିର ୨୫% ଆଧାରରେ ଏକ ଶକ୍ତିଶାଳୀ ଆର୍ଥିକ ଭାଗିଦାରୀ

January 28, 2026

ଆଜି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା

January 28, 2026

ରାଶିଫଳ: ଆଜି ଜାନୁୟାରୀ ୨୮ ତାରିଖ ବୁଧବାରରେ ଏହି ରାଶିଗୁଡିକର ରହିଛି ରାଜଯୋଗ

January 28, 2026

କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.