ଜୁଲାଇ ୧ ରୁ ଆଇପିସି ବଦଳରେ ଦେଶରେ ଲାଗୁ ହେବ ନୂତନ ଅପରାଧିକ ଆଇନ

Published: Feb 24, 2024, 3:50 pm IST

ନୂଆଦିଲ୍ଲୀ: ଆଇପିସି ବଦଳରେ ଦେଶରେ ଖୁବ୍ ଶୀଘ୍ର ଏକ ନୂତନ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସମସ୍ତ ନୂତନ ଅପରାଧିକ ଆଇନ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହୋଇପାରେ। ସରକାର ମଧ୍ୟ ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି।

Related posts