Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»​ଚିତ୍ରାଙ୍କନ ମାଧ୍ୟମରେ ରେଳ ଷ୍ଟେସନର ରୂପାନ୍ତରଣ: କୃତକାର୍ଯ୍ୟ ବିଦ୍ୟାର୍ଥୀମାନେ ହେବେ ପୁରସ୍କୃତ
ଆଜିର ଖବର

​ଚିତ୍ରାଙ୍କନ ମାଧ୍ୟମରେ ରେଳ ଷ୍ଟେସନର ରୂପାନ୍ତରଣ: କୃତକାର୍ଯ୍ୟ ବିଦ୍ୟାର୍ଥୀମାନେ ହେବେ ପୁରସ୍କୃତ

February 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 26.02.2024 ତାରିଖ (ସୋମବାର) ଦିନ ଅମୃତ ଷ୍ଟେସନ ଯୋଜନା ଅଧୀନରେ 554 ରେଳ ଷ୍ଟେସନର ପୁନର୍ବିକାଶ ସହିତ 1500 ରୋଡ ଓଭର ବ୍ରିଜ (ROBs) ଏବଂ ରୋଡ ଅଣ୍ଡର ବ୍ରିଜ (RUB) ଗୁଡିକର ଭିଡିଓ କନଫରେନସିଂ ମାଧ୍ୟମରେ ଶିଳାନ୍ୟାସ କରିବା ସହିତ ଉଦ୍ଘାଟନ ଓ ଦେଶକୁ ସମର୍ପଣ କରିବେ।

ଅମୃତ ଷ୍ଟେସନ ଅଧୀନରେ ପୂର୍ବତଟ ରେଳପଥର ର 22 ଟି ଷ୍ଟେସନ୍ ପୁନର୍ବିକାଶ କରାଯିବ ଏବଂ 30 ROB / RUB ଦେଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ / ଦେଶକୁ ସମର୍ପଣ କରାଯିବ। ଏହି ପରିପ୍ରେକ୍ଷୀରେ, ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସହରରେ ଥିବା ବିଦ୍ୟାଳୟ ମାନଙ୍କରେ “2047: ବିକଶିତ ଭାରତ ର ବିକଶିତ ରେଳ” ପ୍ରସଙ୍ଗରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

​ଏହି ପ୍ରତିଯୋଗିତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 78 ଟି ସ୍କୁଲ୍ ର ପ୍ରାୟ 11000 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ କୃତକାର୍ଯ୍ୟ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସୋମବାର ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କୃତ କରାଯିବ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି 2047 ସୁଦ୍ଧା ଆମ ଦେଶ ବିକାଶଶୀଳ ହାସଲ କରିବା ପାଇଁ ଭାରତୀୟ ରେଳ କିପରି ଆଧୁନିକୀକରଣ ପଥରେ କ୍ରମାଗତ ଭାବରେ ଆଗକୁ ବଢୁଛି ସେହି ସମ୍ବନ୍ଧରେ ଛାତ୍ରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

2047 ସୁଦ୍ଧା ଭାରତୀୟ ରେଳବାଇର ବିକଶିତ ସ୍ଥିତି ପାଇଁ ଯୁବ ପ୍ରତିଭାଶାଳୀ ପିଲାମାନଙ୍କ ମନରେ ଥିବା ଦୃଷ୍ଟିକୋଣ, ଧାରଣା, ପରାମର୍ଶ, ଆଶା ଏବଂ ଦୂରଦୃଷ୍ଟିକୁ ପରିପ୍ରକାଶ କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

East Coast Rail
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.