Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭାରେ କଂଗ୍ରେସର ନେତା ହେବେ ଅଧୀର ରଂଜନ ଚୌଧୁରୀ
ଆଜିର ଖବର

ଲୋକସଭାରେ କଂଗ୍ରେସର ନେତା ହେବେ ଅଧୀର ରଂଜନ ଚୌଧୁରୀ

June 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୀର୍ଘ ସମୟ ଧରି ମୌନବ୍ରତ ଅବଲମ୍ବନ କରିଥିବା କଂଗ୍ରେସ ପରିଶେଷରେ ଲୋକସଭାରେ ନିଜ ନେତାକୁ ଚୟନ କରିଛି । ଦଳ ତରଫରୁ ପଶ୍ଚିମବଙ୍ଗର ସାଂସଦ ଅଧୀର ରଂଜନ ଚୌଧୁରୀକୁ ଦଳ ନେତା ଚୟନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ପଦ ଗ୍ରହଣକୁ ପ୍ରତ୍ୟାଖାନ କରିବା ପରେ ଅଧୀରଙ୍କ ନାମକୁ  ଚୟନ କରିଛି ଦଳ । ମଙ୍ଗଳବାର ଦିନ ଦୀର୍ଘ ରାଜନୈତିକ ଚର୍ଚ୍ଚା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାହୁଲ୍‌ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ଏହା ନିର୍ଣ୍ଣୟ କରାଯାଇଛି । ଚୌଧୁରୀଙ୍କକୁ ବିପକ୍ଷ ଦଳର ନେତା ଭାବେ ଚୟନ କରାଯାଇ ଏକ ପତ୍ର ପ୍ରେରଣ କରାଯାଇଛି । ଏହି ପତ୍ରରେ ସେ ସମସ୍ତ ମହତ୍ତ୍ବପୂର୍ଣ୍ଣ ଚୟନ ସମିତିରେ ପାର୍ଟିର ପ୍ରତିନିଧିତ୍ବ କରିବା ପାଇଁ ଉଲ୍ଲେଖ କରାଯାଇଛି ।  ଚୌଧୁରୀ ପଶ୍ଚିମବଙ୍ଗର ବରହମପୁରର ସାଂସଦ ରହିଛନ୍ତି । ସେହିପରି ରାଜ୍ୟସଭାରେ ବିରୋଧୀ ନେତା ଭାବେ ଗୁଲାମ ନବୀ ଆଜାଦ୍‌ ରହିଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡକାଯାଇଥିବା ସର୍ବଦଳୀୟ ବୈଠକରେ ସେ ଅଂଶଗ୍ରହଣ କରିବେ । ବୁଧବାର ଦିନ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଚର୍ଚ୍ଚା ପାଇଁ ଏହି ବୈଠକ ରଖଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.