ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଟିଏମସି, ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ସାମିଲ

Published: Mar 10, 2024, 2:43 pm IST

କୋଲକାତା: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗର ସମସ୍ତ ୪୨ ଟି ଆସନ ପାଇଁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ କ୍ରିକେଟର ୟୁସୁଫ ପଠାନ ବହରାମପୁର ଲୋକସଭା ଆସନରୁ ଟିଏମସିର ପ୍ରାର୍ଥୀ ହେବେ। ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ତୃଣମୁଲ କଂଗ୍ରେସ ଏକାକୀ ପଶ୍ଚିମବଙ୍ଗରେ ନିର୍ବାଚନ ଲଢିବ। ଏହା ସହିତ ଆସାମ ଏବଂ ମେଘାଳୟରେ ମଧ୍ୟ ନିର୍ବାଚନ ଲଢିବ। ଏଥି ସହିତ ୟୁପିରେ ଗୋଟିଏ ଆସନରେ ନିର୍ବାଚନ ଲଢିବା ପାଇଁ ଅଖିଳେଶ ଯାଦବଙ୍କ ସହ ଆଲୋଚନା ଚାଲିଛି।

Related posts