Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜାପୁରରେ ସମାଜବାଦୀ ପାର୍ଟି ନେତାଙ୍କୁ ମାଓବାଦୀଙ୍କ ଅପହରଣ ଓ ହତ୍ୟା
ଆଜିର ଖବର

ବିଜାପୁରରେ ସମାଜବାଦୀ ପାର୍ଟି ନେତାଙ୍କୁ ମାଓବାଦୀଙ୍କ ଅପହରଣ ଓ ହତ୍ୟା

June 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମାଜବାଦୀ ଦଳର ଜନୈକ ନେତାଙ୍କୁ ମାଓବାଦୀ ମାନେ ଅପହରଣ ପରେ ହତ୍ୟା କରିଛନ୍ତି । ସମାଜବାଦୀ ଦଳର ନେତା ପୁନେମ ସିଂଙ୍କୁ ମାଓବାଦୀ ମାନେ ଅପହରଣ ପରେ ହତ୍ୟା କରିଥିବା ନେଇ ପୋଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମଙ୍ଗଳବାର ପୁନେମଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା । ଜଣେ ଠିକାଦାର ଭାବରେ କାର୍ଯ୍ୟ କରୁଥିବା ଏହି ନେତା ଜଣକ ମରିମାଲ୍ଲା ଗ୍ରାମରେ ଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଅପହରଣ କରିଥିଲେ । ପୋଲିସ୍‌ ଥାନା ନିକଟରୁ 16 କିମି ଭିତରକୁ ଜଙ୍ଗଲ ମଧ୍ୟରେ ପୁନେମଙ୍କୁ ହତ୍ୟା କରାଯାଇଥିଲା । ନିକଟରେ ରହିଥିବା ସମସ୍ତ ଗାଡି ଗୁଡିକରେ ମାଓବାଦୀ ମାନେ ନିଆଁ ଲଗାଇଥିବା ବେଳେ ଶବ ଫେରାଇବାକୁ ରାଜି ହେଉନଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବ ସରକାରର ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଇଡି ର ବଡ଼ କାର୍ଯ୍ୟାନୁଷ୍ଠାନ: ଚଢାଉ ଜାରି

June 9, 2026

ଡାଟା ଏଣ୍ଟ୍ରି ଅପରେଟର ଗିରଫ

June 9, 2026

ବରମୁଣ୍ଡା ବସଷ୍ଟାଣ୍ଡରୁ ୪ ଯୁବତୀ ଉଦ୍ଧାର

June 9, 2026

କୂଅ ସଫା ବେଳେ ଅଘଟଣ: ଜଣେ ମୃତ, ବାପ-ପୁଅ ଗୁରୁତର

June 9, 2026
Latest News

ପଞ୍ଜାବ ସରକାରର ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଇଡି ର ବଡ଼ କାର୍ଯ୍ୟାନୁଷ୍ଠାନ: ଚଢାଉ ଜାରି

June 9, 2026

ଡାଟା ଏଣ୍ଟ୍ରି ଅପରେଟର ଗିରଫ

June 9, 2026

“ତୁମେ ଏକା ହୋଇଯିବ”: ଇସ୍ରାଏଲର ଇରାନ ଆକ୍ରମଣ ପରେ ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କ ଚେତାବନୀ

June 9, 2026

ବରମୁଣ୍ଡା ବସଷ୍ଟାଣ୍ଡରୁ ୪ ଯୁବତୀ ଉଦ୍ଧାର

June 9, 2026

କୂଅ ସଫା ବେଳେ ଅଘଟଣ: ଜଣେ ମୃତ, ବାପ-ପୁଅ ଗୁରୁତର

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.