Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମଲା ପଲଙ୍କ ତାମିଲ ଫିଲ୍ମ ଆଡାଇର ଟିଜର ରିଲିଜ୍‌ : ସାମନ୍ଥା ଏବଂ କରଣ ଜୋହରଙ୍କ ପ୍ରଶଂସା
ଆଜିର ଖବର

ଆମଲା ପଲଙ୍କ ତାମିଲ ଫିଲ୍ମ ଆଡାଇର ଟିଜର ରିଲିଜ୍‌ : ସାମନ୍ଥା ଏବଂ କରଣ ଜୋହରଙ୍କ ପ୍ରଶଂସା

June 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେଲୁଗୁ ଅଭିନେତ୍ରୀ ଆମଲା ପଲ ଦୀର୍ଘ ୧ ବର୍ଷର ବ୍ୟବଧାନ ପରେ ସିଲ୍‌ଭର ସ୍କ୍ରିନ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ରାତିରେ ଆମଲାଙ୍କ ଅଭିନୀତ ଆଡାଇର ଟିଜର ରିଲିଜ୍‌ ହେବା ପରେ ସାମନ୍ଥା ରଥ୍‌ ପ୍ରଭୁ ଏବଂ କରଣ ଜୋହର ଏହାକୁ ପ୍ରଶଂସା କରିଛନ୍ତି । ୧ ମିନିଟ୍‌ର ଏହି ଟିଜରଟି ଜିନ୍‌ ପଲ୍‌ ସାର୍ଟ୍ରେଙ୍କ ଏକ ପଙ୍କ୍ତିରୁ ଆରମ୍ଭ ହୋଇଛି । ଯାହା ତୁମ ସହିତ ଘଟିଛି ତୁମେ ତାକୁ କିପରି ଜୀବନରେ ଲଗାଉଛ ତାହା ହେଉଛି ସ୍ବାଧୀନତା । ଫିଲ୍ମର କାହାଣୀ ସମ୍ପର୍କରେ ଟିଜରରେ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ । ଜଣେ ଝିଅ ନିଖୋଜ ଥିବା ବେଳେ ଖୋଜିବା ପାଇଁ ପୋଲିସ୍‌ ନିକଟରେ ମାର ଅଭିଯୋଗ ଉପରେ କାହାଣୀ ରହିଛି । ଏହା ସହିତ ଏହି ଫିଲ୍ମରେ ସମ୍ପୂର୍ଣ୍ଣ ଟପ୍‌ଲେସ୍‌ ଅବତାରରେ ନଜର ଆସିଛନ୍ତି ଆମଲା ପଲ୍‌ । ତେଲୁଗୁ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଏବଂ ବଲିଉଡ୍‌ ନିର୍ଦ୍ଦେଶକ କରଣ ଜୋହର ଏହି ଟିଜର ଏବଂ ଆମଲାଙ୍କ ଅଭିନୟକୁ ଢେର ପ୍ରଶଂସା କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026
Latest News

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.