Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଗ ମୁଦ୍ରାରେ ମୋଦି –  ଯୋଗ ହେଉଛି ଜୀବନର ଅଭିନ୍ନ ଅଙ୍ଗ
ଆଜିର ଖବର

ଯୋଗ ମୁଦ୍ରାରେ ମୋଦି –  ଯୋଗ ହେଉଛି ଜୀବନର ଅଭିନ୍ନ ଅଙ୍ଗ

June 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Yoga belongs to everyone and everyone belongs to yoga, says PM Modi as he leads celebrations in Ranchi
Yoga belongs to everyone and everyone belongs to yoga, says PM Modi as he leads celebrations in Ranchi

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ସାରା ବିଶ୍ଵ ଯୋଗଦିବସ ପାଳନ କରୁଛି। ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି ‘ହୃଦୟ ପାଇଁ ଯୋଗ’ । ଝାଡଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତାରା ପଡ଼ିଆରେ ପ୍ରାୟ ୪୦ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ଯୋଗ ହେଉଛି ଜୀବନର ଅଭିନ୍ନ ଅଙ୍ଗ। ସାରା ବିଶ୍ଵ ଆମ ଯୋଗକୁ ଆପଣାଇଛି।  ଯୋଗ ସମ୍ପର୍କିତ ଅଧିକ ଗବେଷଣା ହେବା ଜରୁରୀ। ଯୋଗ ହେଉଛି ଅନୁଶାସନ, ସମର୍ପଣ। ରଙ୍ଗ, ଜାତି, ସମ୍ପ୍ରଦାୟ, ମତ, ଧନୀ- ଗରିବ, ନିକଟ – ଦୂର ସବୁଠୁ ଉର୍ଦ୍ଧ୍ବରେ।   ବିଶ୍ୱର ୧୭୦ଟି ଦେଶରେ ଜୁନ ୨୧ରେ ଯୋଗ ଦିବସ ପାଳନ ହେଉଛି । ଯୋଗ ସମସ୍ତଙ୍କର ପାଇଁ ଉଦ୍ଦିଷ୍ଟ । ଏହାକୁ ଯେ କେହି ବି କରିପାରିବ । କାରଣ ଯୋଗ କରିବା ପାଇଁ ଆଗ୍ରହର ଆବଶ୍ୟକତା ଅଛି, ଏଥି ପାଇଁ କୌଣସି ରାଶି ଦେବାକୁ ପଡୁ ନାହିଁ ।  ଯୋଗକୁ ସର୍ବୋପରି ଧନୀ ଓ ଗରିବ ଶ୍ରେଣୀର ଲୋକମାନେ ମଧ୍ୟ କରିପାରିବେ । ଯୋଗକୁ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯୋଗ ସମସ୍ତଙ୍କର ଏବଂ ସମସ୍ତେ ଯୋଗ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ।  ଏହି ଯୋଗ କାର୍ଯ୍ୟକ୍ରମରେ ରାଜ୍ୟପାଳ ଦୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଓ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ଉପସ୍ଥିତ ଥିଲେ ।

 

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025

ଜଣେ ସାଧାରଣ ବ୍ୟକ୍ତି ଘରେ କେତେ ସୁନା ରଖିପାରିବେ, କ’ଣ ଅଛି ନିୟମ?

September 19, 2025

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି H3N2 ଭାଇରସ୍, ଜାଣନ୍ତୁ ସୁରକ୍ଷିତ ରହିବାର ଉପାୟ

September 19, 2025

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025
Latest News

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025

ଜଣେ ସାଧାରଣ ବ୍ୟକ୍ତି ଘରେ କେତେ ସୁନା ରଖିପାରିବେ, କ’ଣ ଅଛି ନିୟମ?

September 19, 2025

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି H3N2 ଭାଇରସ୍, ଜାଣନ୍ତୁ ସୁରକ୍ଷିତ ରହିବାର ଉପାୟ

September 19, 2025

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025

ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ର ଅଭିଯୋଗ ଉପରେ ଏନଡିଏ ନେତା କ୍ଷୁବ୍ଧ, ଜାଣନ୍ତୁ କ’ଣ କହିଲା ଆରଜେଡି?

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.