Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍ ୨୦୨୪: ଗୁଜୁରାଟ ହାତରୁ ଛଡାଇନେଲା ବିଜୟ, ଅନ୍ତିମ ଓଭରରେ ଜିତିଲା ପଞ୍ଜାବ
ଆଜିର ଖବର

ଆଇପିଏଲ୍ ୨୦୨୪: ଗୁଜୁରାଟ ହାତରୁ ଛଡାଇନେଲା ବିଜୟ, ଅନ୍ତିମ ଓଭରରେ ଜିତିଲା ପଞ୍ଜାବ

April 5, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏପ୍ରିଲ ୪ ତାରିଖରେ ଗୁଜୁରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ ସଂଗ୍ରହ କରିଥିଲା। ଶୁଭମାନ ଗିଲ ୮୯ ରନର ଅପରାଜିତ ଇନିଂସ ଖେଳିଥିବାବେଳେ ରାହୁଲ ତେୱାତିଆ ମଧ୍ୟ ୨୩ ରନ୍ ର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ୨୦୦ ରନ୍‌ର ଟାର୍ଗେଟକୁ ପୂରଣ କରିବାକୁ ଆସି ପଞ୍ଜାବ ଦଳ କ୍ରମାଗତ ଭାବେ ୱିକେଟ୍ ହରାଇଥିଲା। କୌଣସି ବଡ ଭାଗିଦାରୀ ହୋଇପାରି ନଥିଲା, କିନ୍ତୁ ଶେଷ ସମୟରେ ପଞ୍ଜାବର ଶଶାଙ୍କ ସିଂ ମ୍ୟାଚକୁ ଫେରାଇ ଆଣିଥିଲେ। ତାଙ୍କ ବ୍ୟତୀତ ଗତ ଓଭରରେ ଇମ୍ପାକ୍ଟ ଖେଳାଳି ଭାବରେ ଆସିଥିବା ଅଶୁତୋଷ ଶର୍ମା ଆକ୍ରମଣାତ୍ମକ ଇନିଂସ ଖେଳି ପଞ୍ଜାବ କିଙ୍ଗସକୁ ୩ ୱିକେଟରେ ଜିତେଇବାରେ ସାହାଯ୍ୟ କରିଥିଲେ।

ଗୋଟିଏ ସମୟରେ ପଞ୍ଜାବ ୭୦ ରନ୍ ରେ ୪ ୱିକେଟ୍ ହରାଇଥିଲା, କିନ୍ତୁ ଏଠାରୁ ଶଶାଙ୍କ ସିଂ ବ୍ୟାଟିଂ ଭାର ନିଜ କାନ୍ଧ ଉପରକୁ ନେଇଥିଲେ। ୩୧ ରନ୍‌ର ଆଶୁତୋଷଙ୍କ ଆକ୍ରମଣାତ୍ମକ ଇନିଂସ ଯୋଗୁଁ ଏହି ମ୍ୟାଚ୍ ପଞ୍ଜାବ ସପକ୍ଷକୁ ଆସିଥିଲା। କିନ୍ତୁ ଶେଷ ଓଭରରେ ତାଙ୍କ ୱିକେଟ୍ ଖସିଯିବା ପରେ ମ୍ୟାଚ ପୁଣି ରୋମାଞ୍ଚକର ହୋଇଥିଲା। ଚତୁର୍ଥ ବଲରେ ଶଶାଙ୍କ ବ୍ୟାଟରୁ ଚାରି ରନ ଆସିଥିଲା ଏବଂ ଏହା ପରେ ପଞ୍ଚମ ବଲରେ ଲେଗ ବାଏ ହେତୁ ପଞ୍ଜାବ ଗୁଜୁରାଟ ମୁହଁରୁ ବିଜୟ ଛଡ଼ାଇ ନେଇଥିଲା।

GT Vs PBKS INDIAN PREMIER LEAGUE ipl IPL-2024 Shubhman Gill
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.