ଭୁବନେଶ୍ବର: ଆଜି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ସଂଯୋଜକ ନିଯୁକ୍ତି କରିଛି। ସେମାନେ ହେଲେ ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ ଭଦ୍ରକ- ଦେବାଶୀଷ ସାମନ୍ତରାୟ କେନ୍ଦ୍ରାପଡା- ପ୍ରତାପ ଜେନା କଳାହାଣ୍ଡି- ସୁଜିତ କୁମାର ପୁରୀ-ଶୁଭାଶୀଷ ଖୁଣ୍ଟିଆ odishaelection2024 କଳାହାଣ୍ଡି ବ୍ରହ୍ମପୁର ଲୋକସଭା
ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀAugust 25, 2025
ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭAugust 25, 2025