Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରଦାକୁ ଆସିଲା ଶାହିଦ୍‌ଙ୍କ ବହୁ ପ୍ରତୀକ୍ଷିତ୍‌ ଫିଲ୍ମ ‘କବୀର୍‌ ସିଂ’
ଆଜିର ଖବର

ପରଦାକୁ ଆସିଲା ଶାହିଦ୍‌ଙ୍କ ବହୁ ପ୍ରତୀକ୍ଷିତ୍‌ ଫିଲ୍ମ ‘କବୀର୍‌ ସିଂ’

June 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
teasure release of kabir singh movie
teasure release of kabir singh movie

ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଛି ଅଭିନେତା ଶାହିଦ୍‌ କପୁର୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂ’ । ତେଲୁଗୁ ବ୍ଲକ୍‌ବଷ୍ଟର ଫିଲ୍ମ ‘ଅର୍ଜୁନ୍‌ ରେଡ୍ଡି’ର ରିମେକ୍‌ ହେଉଛି ଏହି ଫିଲ୍ମ । ସନ୍ଦୀପ ଭାଙ୍ଗା ରେଡ୍ଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହିଦ୍‌ଙ୍କ ବ୍ୟତୀତ କିଆରା ଆଡଭାନୀ, ସୁରେଶ୍‌ ଓବରୟେ, ନିକିତା ଦତ୍ତ, ଅର୍ଜନ ବାଜ୍‌ଓ୍ବା ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଶାହିଦ୍‌ କପୁର୍‌ଙ୍କ ଜଣେ ବିଫଳ ପ୍ରେମିକ ତଥା ମଦ୍ୟପ ଭୂମିକାରେ ଦେଖିବାକୁ ମିଳିଥିବାବେଳେ କିଆରାଙ୍କୁ ଜଣେ ସାଧାସିଧା ଝିଅର ଚରିତ୍ରରେ ଦେଖିବାକୁ ମିଳିଛି । ଏଥିରେ ପୁଣି ଦିଓ୍ବାନଗୀର କାହାଣୀ ନଜର ଆସିଛି। ମୋଟ ଉପରେ କହିବାକୁ ଗଲେ ଏହି ରୋମାଣ୍ଟିକ୍‌ ଫିଲ୍ମଟି ଟୁଇଷ୍ଟ୍‌ ଓ ଟର୍ଣ୍ଣରେ ଭରପୂର ରହିଛି । ବହୁତ ଦିନ ପରେ ଏହିପରି ଏକ ଲଭ୍‌ଷ୍ଟୋରୀ ବଡ଼ପରଦାକୁ ଆସିଛି । ଫିଲ୍ମର ଗୀତଗୁଡ଼ିକ ବେଶ୍‌ ମନଛୁଆଁ ରହିଛି । ତେବେ ‘ଅର୍ଜୁନ୍‌ ରେଡ୍ଡି’ ସଫଳ ହୋଇଥିବା ବେଳେ ଏହି ଫିଲ୍ମଟି ସେତେ ସଫଳତା ପାଇପାରୁଛି କି ନାହିଁ  ତାହା ଉପରେ ନଜର ରହିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026

ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ଫିଚରକୁ ନେଇ ବଢ଼ିଲା ଚିନ୍ତା: କାହିଁକି ରୋକ ଲଗାଇବାକୁ କହିଲେ କେନ୍ଦ୍ର ସରକାର?

July 2, 2026

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

July 2, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.