Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଇଣ୍ଡିଆ’ ମେଣ୍ଟର ମୁଖ କିଏ ହେବ?: ସହଯୋଗୀ ଦଳର ନେତାଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି
ଆଜିର ଖବର

‘ଇଣ୍ଡିଆ’ ମେଣ୍ଟର ମୁଖ କିଏ ହେବ?: ସହଯୋଗୀ ଦଳର ନେତାଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କୁ କେନ୍ଦ୍ରୀୟ କ୍ଷମତାରୁ ବାହାର କରିବା ପାଇଁ ଗଠିତ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟର ମୁଖ କିଏ ହେବ? ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ତାମିଲନାଡୁର MDMK ମୁଖ୍ୟାଳୟର ସଚିବ ତଥା ତିରୁଚି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଦୁରଇ ଭାଇକୋ ଆଜି ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ରରେ ଯେତେବେଳେ ‘ଇଣ୍ଡିଆ’ ସରକାର ଗଠନ ହେବ, ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବେ।

ତେବେ ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ମତ ଏବଂ ସେ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ ଅନ୍ୟ ଦଳର ଦଳର ନେତାଙ୍କ ବିଷୟରେ କିଛି କହିବାକୁ ଚାହାଁନ୍ତି ନାହିଁ। ତାଙ୍କ ଦଳ ତାମିଲନାଡୁର ଇଣ୍ଡିଆ ଆଲାଇନ୍ସର ଏକ ଅଂଶ।

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି MDMK ଚାହୁଁଛି:

ଦୁରଇ ଭାଇକୋ କହିଛନ୍ତି ଯେ, ଗତ ଦୁଇ ବର୍ଷ ଧରି MDMK ଏହା କହୁଛି ଏବଂ ଏହା ମଧ୍ୟ ମୋର ବ୍ୟକ୍ତିଗତ ମତ ଯେ ସେ (ରାହୁଲ ଗାନ୍ଧୀ) ପ୍ରଧାନମନ୍ତ୍ରୀ ହେବା ଉଚିତ୍। ରାହୁଲ ଏହି ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଛନ୍ତି ଯେ, “କେନ୍ଦ୍ରରେ କ୍ଷମତା ପରିବର୍ତ୍ତନ ପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ପାଇଁ ଅର୍ଥ ଆବଣ୍ଟନ କରାଯିବ। ଲୋକେ ଏହାକୁ ପ୍ରଶଂସା କରିଥିଲେ।

Congress dmk india India General Election Lok Sabha Elections Lok Sabha Elections 2024 MK Stalin rahul gandhi Tamil Nadu
Share. Facebook Twitter LinkedIn Email WhatsApp Copy Link

Related Posts

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

August 20, 2026

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026

ହକି ବିଶ୍ୱକପ-୨୦୨୬: ଭାରତର ପରବର୍ତ୍ତୀ ମ୍ୟାଚ୍ କେବେ ଓ କେଉଁ ଦଳ ସହିତ ମୁକାବିଲା ହେବ?

August 20, 2026
Latest News

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

August 20, 2026

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026

ହକି ବିଶ୍ୱକପ-୨୦୨୬: ଭାରତର ପରବର୍ତ୍ତୀ ମ୍ୟାଚ୍ କେବେ ଓ କେଉଁ ଦଳ ସହିତ ମୁକାବିଲା ହେବ?

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.