Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ୪ ଲୋକସଭା ଆସନର ପ୍ରାର୍ଥୀପତ୍ର ଯାଞ୍ଚ, ମୋଟ ଏତିକି ଜଣ ରହିଲେ ବୈଧ ପ୍ରାର୍ଥୀ, କଟିଲେ ଜଣେ
ଆଜିର ଖବର

ସରିଲା ୪ ଲୋକସଭା ଆସନର ପ୍ରାର୍ଥୀପତ୍ର ଯାଞ୍ଚ, ମୋଟ ଏତିକି ଜଣ ରହିଲେ ବୈଧ ପ୍ରାର୍ଥୀ, କଟିଲେ ଜଣେ

April 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସରିଲା ୪ ଲୋକସଭା ଆସନର ପ୍ରାର୍ଥୀପତ୍ର ଯାଞ୍ଚ, ମୋଟ ଏତିକି ଜଣ ରହିଲେ ବୈଧ ପ୍ରାର୍ଥୀ, କଟିଲେ ଜଣେ

ଭୁବନେଶ୍ବର: ଗତକାଲି ଶୁକ୍ରବାରରେ ଓଡିଶାର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସରିଛି। ସେହି ଅନୁସାରେ ରାଜ୍ୟରେ ପ୍ରଥମେ ହେବାକୁ ଥିବା ୪ ଟି ଲୋକସଭା ପାଇଁ ମୋଟ ବୈଧ ପ୍ରାର୍ଥୀଙ୍କ ସଂଖ୍ୟା ହେଲା ୩୮। ମୋଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୩୯ ଜଣ। ସେମାନଙ୍କ ମଧ୍ୟରୁ କେବଳ କୋରାପୁଟରେ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି।

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନେ ୪ ଟି ଲୋକସଭା ମଧ୍ୟରୁ ସର୍ବାଧିକ ପ୍ରାର୍ଥୀ ପତ୍ର ଦାଖଲହୋଇଥିବା ଆସନ ହେଉଛି କୋରାପୁଟ ସଂରକ୍ଷିତ ଆସନ। ଏହି ଆସନରେ ମୋଟ ୧୨ ଜଣ ବୈଧ ପ୍ରାର୍ଥୀ ଅଛନ୍ତି। ସେହିପରି ଅନ୍ୟ ଆସନଗୁଡିକର ସଂଖ୍ୟା ହେଲା ବ୍ରହ୍ମପୁର ୧୧ ଜଣ, ନବରଂଗପୁରରେ ୪ ଜଣ ଏବଂ କଳାହାଣ୍ଡିରେ ୧୧ ଜଣ ବୈଧ ପ୍ରାର୍ଥୀ ରହିଛନ୍ତି।

ତେବେ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ରହିଛି। ଏହାପରେ ୪ ଟି ଲୋକସଭା ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

 

odishaelection2024 ଓଡିଶାନିର୍ବାଚନ2024 ପ୍ରାର୍ଥୀପତ୍ର ଯାଞ୍ଚ ମୁଖ୍ୟ ନିର୍ବାଚନ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026
Latest News

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.