Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମିତ ଶାହାଙ୍କ ନକଲି ଭିଡିଓ ମାମଲା: ୧୬ ନେତା ଙ୍କୁ ସମନ, ସାତୋଟି ରାଜ୍ୟରେ ପହଞ୍ଚିଲା ପୋଲିସ
ଆଜିର ଖବର

ଅମିତ ଶାହାଙ୍କ ନକଲି ଭିଡିଓ ମାମଲା: ୧୬ ନେତା ଙ୍କୁ ସମନ, ସାତୋଟି ରାଜ୍ୟରେ ପହଞ୍ଚିଲା ପୋଲିସ

April 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ସହ ଜଡିତ ମାମଲାରେ ଦିଲ୍ଲୀ ପୋଲିସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମେତ ସାତୋଟି ରାଜ୍ୟର ୧୬ ଜଣ ନେତାଙ୍କୁ ନୋଟିସ କରିଛି। ମାମଲାର ତଦନ୍ତ ପାଇଁ ପୋଲିସ ରାଜସ୍ଥାନ, ଝାଡଖଣ୍ଡ, ନାଗାଲାଣ୍ଡ, ଉତ୍ତରପ୍ରଦେଶ, ହରିୟାଣା ଏବଂ ମଧ୍ୟପ୍ରଦେଶକୁ ଯାଇଛି।

ସୂଚନାନୁସାରେ, ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି (ଏସପି) ର ଲୋକସଭା ପ୍ରାର୍ଥୀ, ରାଜସ୍ଥାନ ଏବଂ ନାଗାଲାଣ୍ଡର ଦୁଇ କଂଗ୍ରେସ ନେତାଙ୍କୁ ମଧ୍ୟ ମୋବାଇଲ୍ ଫୋନ୍ ସହ ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି। ଉଲ୍ଲେଖଥାଉ କି, ସୋମବାର ଦିନ ରେଭନ୍ତ ରେଡ୍ଡୀ ସହିତ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିଆରପିସି) ସଦସ୍ୟ ଶିବ କୁମାର ଅମ୍ବାଲା, ଅସମା ତସଲିମ, ସତୀଶ ମନେ ଏବଂ ନବୀନ ପଟେମଙ୍କୁ ମେ ୧ ତାରିଖରେ ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି।

ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି:

ରବିବାର ଦିନ ବିଜେପି ଏବଂ ଗୃହ ମନ୍ତ୍ରଣାଳୟ (ଏମଏଚଏ) ଙ୍କ ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଏହା ପରେ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ସାଇବର ୱିଙ୍ଗର IFSO ୟୁନିଟ୍ ମଧ୍ୟ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା। FIR ର କପି ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଅଭିଯୋଗରେ କହିଛି ଯେ ଫେସବୁକ୍ ଏବଂ ଟ୍ୱିଟରରେ କିଛି ନକଲି ଭିଡିଓ ପ୍ରଚାର କରାଯାଉଥିବା ଜଣାପଡିଛି।

ଗୃହ ମନ୍ତ୍ରଣାଳୟ କୁହାଯାଇଥିଲା ଯେ, “ଭିଡିଓରେ ଟ୍ୟାମ୍ପରିଂ କରାଯାଇଛି। ଏଥିରେ ବିଭ୍ରାନ୍ତିକର ସୂଚନା ସମ୍ପ୍ରଦାୟ ମଧ୍ୟରେ ଅସଙ୍ଗତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିସ୍ତାର ହେଉଛି। ଏହା ଶାନ୍ତି ଏବଂ ଶୃଙ୍ଖଳା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି।” ମନ୍ତ୍ରଣାଳୟ ଆହୁରି ଅନୁରୋଧ କରିଛି ଯେ, ଦୟାକରି ଆଇନର ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।

ଉଲ୍ଲେଖ ଯୋଗ୍ୟ ଯେ, ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ବ୍ୟବସ୍ଥା ବାତିଲ କରିବାକୁ କୁହାଯାଇଥିବା ଦର୍ଶାଯାଇଛି।

amit shah BJP Congress NDA telangana
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025

ସିଆଇଆଇ ପକ୍ଷରୁ ଭାରତର ଶ୍ରେଷ୍ଠ ଇନୋଭେଟରଙ୍କ ମଧ୍ୟରେ ଜିଓ ସାମିଲ 

December 19, 2025

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025
Latest News

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025

ସିଆଇଆଇ ପକ୍ଷରୁ ଭାରତର ଶ୍ରେଷ୍ଠ ଇନୋଭେଟରଙ୍କ ମଧ୍ୟରେ ଜିଓ ସାମିଲ 

December 19, 2025

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.