Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଧାରଣ ନିର୍ବାଚନ-୨୦୨୪: ଅନିୟମିତ ଅର୍ଥ/ସାମଗ୍ରୀ ଚାଲାଣ ଉପରେ କଡ଼ା ଆଭିମୁଖ୍ୟ
ଆଜିର ଖବର

ସାଧାରଣ ନିର୍ବାଚନ-୨୦୨୪: ଅନିୟମିତ ଅର୍ଥ/ସାମଗ୍ରୀ ଚାଲାଣ ଉପରେ କଡ଼ା ଆଭିମୁଖ୍ୟ

May 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅନିୟମିତ ଅର୍ଥ/ସାମଗ୍ରୀ ଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି ଏବଂ ଏହାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷରେ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥାଙ୍କ ସମନ୍ୱୟରେ ଅନିୟମିତ ଅର୍ଥ/ସାମଗ୍ରୀ ଚଢ଼ାଉରୁ ଗତ ମାର୍ଚ୍ଚ ୧ରୁ ଅପ୍ରେଲ ୩୦ ତାରିଖ ମଧ୍ୟରେ ମୋଟ ୧୬୫୭୧.୮୮ ଲକ୍ଷ ଟଙ୍କାର ଅର୍ଥ/ସାମଗ୍ରୀ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍ତି।

ଅନିୟମିତ ଅର୍ଥ/ସାମଗ୍ରୀ ଚାଲାଣ ଉପରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ତୀକ୍ଷ୍‌ଣ ନଜର ରଖାଯାଇ ଚଢ଼ାଉକୁ ତ୍ୱରାନ୍ୱିତ କରାଯାଇଛି। ଓଡ଼ିଶା ପୋଲିସ, ଆୟକର ବିଭାଗ, ଅବକାରୀ ବିଭାଗ, ରାଜ୍ୟ ଜି.ଏସ୍‌.ଟି., କେନ୍ଦ୍ର ଜି.ଏସ୍‌.ଟି., ଡାଇରେକେଫାରେଟ୍‌ ଅଫ୍‌ ରେଭିନୁ୍ୟ ଇଣ୍ଟେଲିଜେନ୍ସ, ଡାଇରେକେଫାରେଟ୍‌ ଅଫ୍‌ ଏନ୍‌ଫୋର୍ସମେଣ୍ଟ, ନାର୍‌କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ, ବର୍ଡର ସିକୁ୍ୟରିଟି ଫୋର୍ସ, ସଶସ୍ତ୍ର ସୀମା ବଳ, ଇଣ୍ଡୋ ତିବତାନ୍‌ ବର୍ଡର ଫୋର୍ସ, ସେଣ୍ଟ୍ରାଲ ଇଣ୍ଡଷ୍ଟି୍ରଆଲ ସିକୁ୍ୟରିଟି ଫୋର୍ସ, ଆସାମ ରାଇଫଲ୍ସ, ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ, ରେଲ୍‌େୱ ପ୍ରୋଟେକ୍ସନ୍‌ ଫୋର୍ସ, ଡାକ ବିଭାଗ, ଜଙ୍ଗଲ ବିଭାଗ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, ଷ୍ଟେଟ୍‌ ସିଭିଲ୍‌ ଆଭିଏସନ୍‌ ଡିପାର୍ଟମେଣ୍ଟ, ବୁ୍ୟରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସୁକୁ୍ୟରିଟି, ରାଜ୍ୟ ପରିବହନ ବିଭାଗ, ଫ୍ଲାଇଂ ସ୍କ୍ୱାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌, କଷ୍ଟମ୍‌ ଡିପାର୍ଟମେଣ୍ଟ ଦ୍ୱାରା ଅନିୟମିତ ଅର୍ଥ/ସାମଗ୍ରୀ ଚାଲାଣବେଳେ ଚଢ଼ାଉ କରାଯାଇ ମୋଟ ୧୬୫୭୧.୮୮ ଲକ୍ଷ ଟଙ୍କାର ଅର୍ଥ/ସାମଗ୍ରୀ ଜବତ କରାଯାଇଛି।

ସୂଚନାଯୋଗ୍ୟ ଯେ ଜବତ ହୋଇଥିବା ଅର୍ଥ/ସାମଗ୍ରୀ ମଧ୍ୟରେ ୪୮୭.୬୫ ଲକ୍ଷ ଟଙ୍କାର ନଗଦ ଟଙ୍କା, ୨୪୭୧.୬୮ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ, ୬୪୦୮.୨୨ ଲକ୍ଷ ଟଙ୍କାର ଡ୍ରଗ୍ସ, ୯୪୩.୫୦ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ, ୨୬.୩୫ ଲକ୍ଷ ଟଙ୍କାର ଲୋଭନୀୟ ଉପହାର ଏବଂ ୬୨୩୪.୪୭ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଏହିପରି ମୋଟ ୧୬,୫୭୧.୮୮ ଲକ୍ଷ ଟଙ୍କାର ଅର୍ଥ/ସାମଗ୍ରୀ ଜବତ କରାଯାଇଛି।

ନିକୁଞ୍ଜ ବିହାରୀ ଧଳ ଶୂନ୍ୟ ସହନଶୀଳତା ନୀତି ସାଧାରଣ ନିର୍ବାଚନ-୨୦୨୪
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.