Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର
ଆଜିର ଖବର

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର

May 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ModiinOdisha
ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର

ଭୁବନେଶ୍ବର: ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇଥିଲା। ସେଠାରୁ ସେ ରାଜଭବନ ଆସିବା ରାସ୍ତାରେ ଲୋକଙ୍କୁ ପଦ୍ମ ଚିହ୍ନ ଦେଖାଇ ଭୋଟ ଭିକ୍ଷା କରିଥିଲେ। ସେ ରବିବାରରେ ଭୁବନେଶ୍ବର ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆଜି ବ୍ରହ୍ମପୁର ଏବଂ ନବରଗଂପୁର ପ୍ରଚାରରେ ଯିବେ।

ମୋଦୀ ଆଜି ରାଜଭବନରୁ ବାହାରି ପ୍ରଥମେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ ସେ ବିମାନବନ୍ଦର ଯାଇ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ବ୍ରହ୍ମପୁର ପ୍ରଚାରରେ ଯିବେ। ସେଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳିର କନିଷା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ। ସେଠାରେ ବ୍ରହ୍ମପୁର ଏବଂ ଆସ୍କା ଲୋକସଭା ଓ ଏହାର ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏହାପରେ ନବରଂଗପୁରରେ ଆୟୋଜିତ ପ୍ରଚାର କାର୍ଯ୍ୟରେ ମୋଦୀ ଯୋଗ ଦେଇ ଭୁବନେଶ୍ବର ଫେରିଆସି ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ।

ModiInOdisha odishaelection2024 ଓଡିଶା ପ୍ରଚାରରେ ମୋଦି ଓଡିଶାନିର୍ବାଚନ2024 ପ୍ରଚାରରେ ମୋଦି ବ୍ରହ୍ମପୁର ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ସିଡିଏସ୍‌

June 1, 2026

ମହିଳାଙ୍କୁ ଦଳିଦେଲା ହାତୀ

June 1, 2026

ଆଜି ପଶ୍ଚିମବଙ୍ଗରେ କ୍ୟାବିନେଟ୍ ସଂପ୍ରସାରଣ: ଶୁଭେନ୍ଦୁ ସରକାରରେ ୩୫ ଜଣ ନୂତନ ମନ୍ତ୍ରୀ ନିଯୁକ୍ତ ହେବେ

June 1, 2026
Latest News

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ସିଡିଏସ୍‌

June 1, 2026

ମହିଳାଙ୍କୁ ଦଳିଦେଲା ହାତୀ

June 1, 2026

ଆଜି ପଶ୍ଚିମବଙ୍ଗରେ କ୍ୟାବିନେଟ୍ ସଂପ୍ରସାରଣ: ଶୁଭେନ୍ଦୁ ସରକାରରେ ୩୫ ଜଣ ନୂତନ ମନ୍ତ୍ରୀ ନିଯୁକ୍ତ ହେବେ

June 1, 2026

କଂଗ୍ରେସରେ ମିଶିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.