ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ବୋମା ଧମକ ଦିଆଯାଇଛି। ଦିଲ୍ଲୀର ବୁରାଡି ସରକାରୀ ଡାକ୍ତରଖାନା ଏବଂ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ବୋମା ବିପଦ ଥିବା ଏକ ଇମେଲ ମିଳିଛି। ଏହା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। bomb Breaking News delhi hospital
India International Trade Fair: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାNovember 14, 2025