Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଡ଼ିବା ମାତ୍ରେ ଇଞ୍ଜିନରେ ଲାଗିଲା ନିଆଁ: ବେଙ୍ଗାଲୁରୁରେ ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ 179 ଯାତ୍ରୀ
ଆଜିର ଖବର

ଉଡ଼ିବା ମାତ୍ରେ ଇଞ୍ଜିନରେ ଲାଗିଲା ନିଆଁ: ବେଙ୍ଗାଲୁରୁରେ ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ 179 ଯାତ୍ରୀ

May 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ
UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୋଚି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଏକ ଇଞ୍ଜିନରେ ନିଆଁ ଲାଗିଯାଇଥିଲା, ଯେଉଁଥିପାଇଁ ବିମାନଟି ଫେରିବାକୁ ବାଧ୍ୟ ହୋଇଥିଲା। ଏହି ଦୁର୍ଘଟଣା ପରେ ବେଙ୍ଗାଲୁରୁ ବିମାନବନ୍ଦରରେ ପୂର୍ଣ୍ଣକାଳୀନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ବେଙ୍ଗାଲୁରୁ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (BIAL) କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ପରିଚାଳନା କରେ। ଦେଶର ତୃତୀୟ ବ୍ୟସ୍ତବହୁଳ ବିମାନବନ୍ଦର ହେଉଛି KIA। ବିଆଇଏଲ୍ ଏକ ବିବୃତ୍ତିରେ କହିଛି ଯେ, “ଫ୍ଲାଇଟ୍ IX 1132 ବିମାନର ଇଞ୍ଜିନରେ ନିଆଁ ଲାଗିବା ପରେ ରାତି 11.12 ରେ ଜରୁରୀକାଳୀନ ଅବତରଣ କରିଥିଲା। ପୂର୍ଣ୍ଣକାଳୀନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଅବତରଣ କରିବା ପରେ ତୁରନ୍ତ ନିଆଁ ଲିଭାଯାଇଥିଲା। ସମସ୍ତ” 179 ଯାତ୍ରୀ ଏବଂ 6 ଜଣ କ୍ରୁ ସଦସ୍ୟ ସୁରକ୍ଷିତ ବିମାନରୁ ଓହ୍ଲାଇଥିଲେ।

Air India Air India Express bengaluru Bengaluru airport.
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟରେ ପହଞ୍ଚିଲା UPI ପେମେଣ୍ଟ ମାମଲା: ଦାୟର ହେଲା ଜନସ୍ୱାର୍ଥ ମାମଲା

September 16, 2026

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ

September 16, 2026

ମା’ ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାର ସ୍ଥିର ହେଲା ଲଗ୍ନ: ଜାଣନ୍ତୁ କେବେ ବିଜେ କରିବେ ମା’କାଠି ଠାକୁରାଣୀ?

September 16, 2026

ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ରୁଜୁ

September 16, 2026
Latest News

ସୁପ୍ରିମକୋର୍ଟରେ ପହଞ୍ଚିଲା UPI ପେମେଣ୍ଟ ମାମଲା: ଦାୟର ହେଲା ଜନସ୍ୱାର୍ଥ ମାମଲା

September 16, 2026

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ

September 16, 2026

ମା’ ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାର ସ୍ଥିର ହେଲା ଲଗ୍ନ: ଜାଣନ୍ତୁ କେବେ ବିଜେ କରିବେ ମା’କାଠି ଠାକୁରାଣୀ?

September 16, 2026

ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ରୁଜୁ

September 16, 2026

ପୁଣି ଏପ୍ରିଲ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.