ବାଂଲାଦେଶ ସାଂସଦ ଅନୱାରୁଲ ଅଜିମଙ୍କୁ ହତ୍ୟା, କୋଲକାତାରେ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

Published: May 22, 2024, 2:37 pm IST

ନୂଆଦିଲ୍ଲୀ: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଉଦ୍ଧାର କରାଯାଇଛି। କୋଲକାତା ପୋଲିସ ତାଙ୍କ ମୃତଦେହକୁ ଏକ ଆପାର୍ଟମେଣ୍ଟରୁ ପାଇଛି। ସେ ଗତ ଆଠ ଦିନ ଧରି ନିଖୋଜ ଥିଲେ।

Related posts