Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଟିଡି ବେଷ୍ଟ ଆଓ୍ବାର୍ଡ ୨୦୨୪: ପ୍ରତିଭା ବିକାଶ ପାଇଁ ଏନଟିପିସିକୁ ବିଶ୍ବସ୍ତରୀୟ ମାନ୍ୟତା
ଆଜିର ଖବର

ଏଟିଡି ବେଷ୍ଟ ଆଓ୍ବାର୍ଡ ୨୦୨୪: ପ୍ରତିଭା ବିକାଶ ପାଇଁ ଏନଟିପିସିକୁ ବିଶ୍ବସ୍ତରୀୟ ମାନ୍ୟତା

May 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏଟିଡି ବେଷ୍ଟ ଆଓ୍ବାର୍ଡ ୨୦୨୪ରେ ବିଶ୍ବସ୍ତରରେ ତୃତୀୟ ସ୍ଥାନ ହାସଲ କରି ଏନଟିପିସି ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହା ସମସ୍ତ ଭାରତୀୟ କମ୍ପାନୀମାନଙ୍କ ମଧ୍ଯରେ ସର୍ବୋଚ୍ଚ ମାନ୍ୟତା। ଗତ ୮ ବର୍ଷ ମଧ୍ଯରେ ଏନ୍ଟିପିସି ହେଉଛି ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯିଏ ଏହି ସମ୍ମାନଜନକ ଆଓ୍ବାର୍ଡ ୭ ଥର ହାସଲ କରିଛି। ୨୦ ମେ ୨୦୨୪ରେ ଆମେରିକାର ନୁ୍ୟ ଅର୍ଲିଅନ୍ସଠାରେ ଅନୁଷ୍ଠିତ ଏକ ସମାରୋହରେ ଏନଟିପିସିର ସିଜିଏମ୍ (ଷ୍ଟ୍ରାଟେଜିକ ଏଚ୍ଆର୍ ଆଣ୍ଡ୍ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ) ଶ୍ରୀମତି ରଚନା ସିଂ ଭାଲ୍ ଏହି ସମ୍ମାନ ଗ୍ରହଣ କରିଥିଲେ।

ଆମେରିକାର ଆସୋସିଏସନ୍ ଫର ଟ୍ୟାଲେଣ୍ଟ ଡେଭଲପମେଣ୍ଟ (ଏଟିଡି) ଦ୍ବାରା ପ୍ରତିଷ୍ଠିତ ‘ଦ ଏଟିଡି ବେଷ୍ଟ ଆଓ୍ବାର୍ଡ’ ବିଶ୍ବସ୍ତରରେ ଶିକ୍ଷା ଓ ବିକାଶ (ଏଲ୍ଆଣ୍ଡଡି) କ୍ଷେତ୍ରରେ ଅନ୍ୟତମ ସମ୍ମାନଜନକ ମାନ୍ୟତା। ଏହା ସେହି ସଂଗଠନମାନଙ୍କୁ ସମ୍ମାନିତ କରିଥାଏ ଯିଏ, ପ୍ରତିଭା ବିକାଶକୁ ଏକ ରଣନୈତିକ ବ୍ୟବସାୟ ଉପକରଣ ଭାବରେ ବ୍ୟବହାର କରେ ଏବଂ ପ୍ରଭାବଶାଳୀ କର୍ମଚାରୀ ବିକାଶ ଅଭ୍ୟାସ ମାଧ୍ଯମରେ ଉଦ୍ୟୋଗବ୍ୟାପୀ ସଫଳତା ହାସଲ କରିଥାଏ। କୁହାଯାଏ ଯେ, ଏହି ର୍ୟାକିଂ ଉଚ୍ଚ ଅଖଣ୍ଡତା ଏବଂ ବିଶ୍ବସ୍ତରୀୟ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ବାରା ପରିଚାଳିତ ଏକ କଠୋର ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ଯମରେ ନିର୍ଣ୍ଣୟ କରାଯାଏ।

ଏହି ସଫଳତା ଅନ୍ର୍ତଜାତୀୟ ସ୍ତରରେ ମାନବ ସମ୍ବଳ କ୍ଷେତ୍ରରେ ଏନଟିପିସିର ଅସାଧାରଣ କାର୍ଯ୍ୟଦକ୍ଷତାକୁ ଦର୍ଶାଉଛି। ଏହି ଏଟିଡି ବେଷ୍ଟ ଆଓ୍ବାର୍ଡ ଏନଟିପିସିର ଶିକ୍ଷା ଏବଂ ବିକାଶ ଅଭ୍ୟାସ ଓ ନିରନ୍ତର ଉକ୍ରର୍ଷତା କ୍ଷେତ୍ରରେ ଏକ ପ୍ରମାଣପତ୍ର। କମ୍ପାନୀ ଶିକ୍ଷା ଓ ବିକାଶ କ୍ଷେତ୍ରରେ ଏକ କେନ୍ଦ୍ରୀତ ଦୃଷ୍ଟିକୋଣ ଗ୍ରହଣ କରିବା ସହ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଶିଳ୍ପ ମାନଦଣ୍ଡ ସ୍ଥିର କରିବା, ଶିକ୍ଷାର ସୁେଯାଗକୁ ସୁଗମ କରିବା ତଥା ନିରନ୍ତର ଶିକ୍ଷା ସଂସ୍କୃତିର ବିକାଶ କରିଛି।

ଏନଟିପିସି
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.