Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେଦାରନାଥ ଧାମର ୧୦୦ ମିଟର ପୂର୍ବରୁ ହେଲିକପ୍ଟରର ଜରୁରୀ ଅବତରଣ: ଅଳ୍ପକେ ବର୍ତ୍ତିଲେ ୬ ଯାତ୍ରୀ
ଆଜିର ଖବର

କେଦାରନାଥ ଧାମର ୧୦୦ ମିଟର ପୂର୍ବରୁ ହେଲିକପ୍ଟରର ଜରୁରୀ ଅବତରଣ: ଅଳ୍ପକେ ବର୍ତ୍ତିଲେ ୬ ଯାତ୍ରୀ

May 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେଦାରନାଥ ଧାମର ୧୦୦ ମିଟର ପୂର୍ବରୁ କ୍ରିଷ୍ଟାଲ ଆଭିଏସନ ପାହାଡ ଉପରେ ଏକ ହେଲିକପ୍ଟରର ଜରୁରୀ ଅବତରଣ କରିଛି। ପାଇଲଟଙ୍କ ସମେତ ସମସ୍ତ ୬ ଜଣ ଯାତ୍ରୀ ଏହି ଅବତରଣରେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଥିଲେ।

ଆଜି ସକାଳେ ହେଲିକପ୍ଟର କେଦାରନାଥ ଧାମ ହେଲିପ୍ୟାଡର ପ୍ରାୟ ୧୦୦ ମିଟର ପୂର୍ବରୁ ଜରୁରୀକାଳୀନ ଅବତରଣ କରିଥିଲା। ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀଙ୍କ ସହ ଶେର୍ସି ହେଲିପ୍ୟାଡରୁ କେଦାରନାଥ ଧାମକୁ ଆସୁଥିବା କ୍ରିଷ୍ଟାଲ ଆଭିଏସନ କମ୍ପାନୀର ହେଲି କିଛି ଯାନ୍ତ୍ରିକ ସମସ୍ୟା ହେତୁ ୭ ଟା ସମୟରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

'Kedarnath helicaptor
Share. Facebook Twitter LinkedIn Email WhatsApp Copy Link

Related Posts

ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କ ସମ୍ପତ୍ତି କେତେ?: ଜାଣନ୍ତୁ ସବୁକିଛି

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର

February 11, 2026

୨୦୨୬ ଟି-୨୦ ବିଶ୍ୱକପ: IND vs PAK ମ୍ୟାଚ୍ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନୀ ଖେଳାଳି

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026
Latest News

ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କ ସମ୍ପତ୍ତି କେତେ?: ଜାଣନ୍ତୁ ସବୁକିଛି

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର

February 11, 2026

୨୦୨୬ ଟି-୨୦ ବିଶ୍ୱକପ: IND vs PAK ମ୍ୟାଚ୍ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନୀ ଖେଳାଳି

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ପୋଲ ତଳୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.