Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେବ ଏହି ସବୁ ଟ୍ରେନ
ଆଜିର ଖବର

ପୂର୍ବତଟ ରେଳପଥ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେବ ଏହି ସବୁ ଟ୍ରେନ

May 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତଟ ରେଳପଥ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଅନେକ ଟ୍ରେନ ବାତିଲ ହେବ। ଯେଉଁ କାର୍ଯ୍ୟ ପାଇଁ ଆଜିଠାରୁ ଏକାଧିକ ଟ୍ରେନ ବାତିଲ ହେବ, ସେହି କାର୍ଯ୍ୟଗୁଡିକ ହେଲା….

ଢ଼େଙ୍କାନାଳ ଷ୍ଟେସନ ଠାରେ ଢ଼େଙ୍କାନାଳ ଓ ଶଦାସିବପୁର ରେଳ ଷ୍ଟେସନ ମଧ୍ୟରେ 3 ୟ ଏବଂ 4 ର୍ଥ ଲାଇନର କାର୍ଯ୍ୟକ୍ଷମ ପାଇଁ

ସରଲା ଷ୍ଟେସନରେ ସମ୍ବଲପୁର-ଝାରସୁଗୁଡା ରେଳ ସେକ୍ସନରେ ମାଲବାହୀ ଟ୍ରେନ୍ ପରୀକ୍ଷା ଲାଇନର କାର୍ଯ୍ୟକ୍ଷମ ପାଇଁ

ସମ୍ବଲପୁର ଏବଂ ୱାଲଟିୟର ରେଳ ମଣ୍ଡଳ ପରିସୀମା ମଧ୍ୟରେ ବ୍ରିଜ୍ ପୁନନିର୍ମାଣ କାର୍ଯ୍ୟ

ଉପରୋକ୍ତ କାର୍ଯ୍ୟକୁ ଦୃଷ୍ଟିରେ ରଖି ଯାତ୍ରୀ ପରିବହନ କରୁଥିବା କିଛି ଟ୍ରେନ୍ ପ୍ରଭାବିତ ହେବ ଯାହା ଫଳରେ କିଛି ଟ୍ରେନକୁ ବାତିଲ୍ କରାଯାଉଥିବାବେଳେ କିଛି ଟ୍ରେନର ମାର୍ଗ ପରିବର୍ତନ, ସମୟ ପୁନଃ ନିର୍ଧାରଣ ଓ ମାର୍ଗରେ କିଛି ସମୟ ପାଇଁ ନିୟନ୍ତ୍ରଣ କରାଯିବ।

ଟ୍ରେନ୍ ବାତିଲ୍:

A. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 30 ମଇ 2024 ରୁ 14 ଜୁନ୍ 2024 ମଧ୍ୟରେ ରାଉରକେଲା ଠାରୁ ଏବଂ 31 ମଇ 2024 ରୁ 15 ଜୁନ୍ 2024 ମଧ୍ୟରେ ପୁରୀରୁ ବାତିଲ ରହିବ।

B. 08414/08413 ପୁରୀ-ତାଳଚେର-ପୁରୀ ପାସେଞ୍ଜର ସ୍ପେସିଆଲ 30 ମଇରୁ 5 ଜୁନ୍ 2024 ମଧ୍ୟରେ ପୁରୀରୁ ଏବଂ 31 ମଇରୁ 6 ଜୁନ୍ 2024 ମଧ୍ୟରେ ତାଳଚେର ଠାରୁ ବାତିଲ୍ ରହିବ।

C. 07471/07470 ପାଲାସା-ବିଶାଖାପାଟନମ୍-ପାଲାସା ପାସେଞ୍ଜର ସ୍ପେଶାଲ 31.05.2024 ଦିନ ଉଭୟ ଦିଗରୁ ବାତିଲ୍ ରହିବ।

D. 08169/08170 ଏବଂ 08171/08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ପାସେଞ୍ଜର ସ୍ପେଶାଲ 7 ଜୁନ୍ ରୁ 14 ଜୁନ୍ 2024 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

E. 08264/08263 ବିଳାସପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ବିଳାସପୁରରୁ 7 ରୁ 14 ଜୁନ୍ 2024 ମଧ୍ୟରେ ଏବଂ ଟିଟିଲାଗଡରୁ 8 ରୁ 15 ଜୁନ୍ 2024 ମଧ୍ୟରେ ବାତିଲ ରହିବ।

F. 08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 7 ରୁ 14 ଜୁନ୍ 2024 ମଧ୍ୟରେ ଏବଂ ରାୟପୁରରୁ 8 ରୁ 15 ଜୁନ୍ 2024 ମଧ୍ୟରେ ବାତିଲ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

18190/18189 ଏର୍ଣ୍ଣାକୁଲମ୍-ଟାଟା-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ 6 ରୁ 12 ଜୁନ୍ ମଧ୍ୟରେ ଏର୍ଣ୍ଣାକୁଲମ୍ ଠାରୁ ଏବଂ 7 ଜୁନ୍ ରୁ 14 ଜୁନ୍ 2024 ପର୍ଯ୍ୟନ୍ତ ଟାଟା ଠାରୁ ଚଳାଚଳ କରିବାକୁ ଥିବା ଟ୍ରେନ ଏହାର ନିର୍ଦ୍ଧାରିତ ପଥ ବିଜୟନଗରମ-ଟିଟିଲାଗଡ-ଝାରସୁଗୁଡା ମାର୍ଗ ପରିବର୍ତ୍ତେ ଜାରୋଲି-ଜଖପୁରା-କଟକ-ଖୋର୍ଦ୍ଧା ରୋଡ୍-ବିଜୟନଗରମ୍ ମାର୍ଗ ଦେଇ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ।

ଟ୍ରେନ ସମୟରେ ପୁନଃନିର୍ଦ୍ଧାରଣ:

06090 ସାନ୍ତ୍ରାଗଛି-ତାମ୍ବରମ୍ ଏକ୍ସପ୍ରେସ୍ 30 ମଇ ଦିନ ସାନ୍ତ୍ରାଗଛିରୁ, 20896 ଭୁବନେଶ୍ୱର-ରାମେଶ୍ୱରମ ଏକ୍ସପ୍ରେସ୍ ଭୁବନେଶ୍ୱରରୁ 31 ମଇ 2024 ଦିନ, 06222 ମୁଜାଫରପୁର-ମହୀଶୂର ସ୍ପେଶାଲ ମୁଜାଫରପୁରରୁ 30 ମଇ ଦିନ, 06104 ଦିଵରୂଗଡ଼-ନ୍ୟୁ-ନାଗରକୋଏଲ ସ୍ପେଶାଲ ଦିଵରୂଗଡ଼ ଠାରୁ ୨୯ ମଇ ଦିନ, 09060 ବ୍ରହ୍ମପୁର-ସୁରଟ ସ୍ପେଶାଲ ବ୍ରହ୍ମପୁର ଠାରୁ 31 ମଇ 2024 ଦିନ, 20917 ଇନ୍ଦୋର-ପୁରୀ ଏକ୍ସପ୍ରେସ ଇନ୍ଦୋରରୁ 11 ଜୁନ୍ ଦିନ, 15028 ଗୋରଖପୁର-ସମ୍ବଲପୁର ଏକ୍ସପ୍ରେସ ଗୋରଖପୁରରୁ 6 ରୁ 13 ଜୁନ୍, 22840 ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 4 ଜୁନ୍ 2024 ରେ ଭୁବନେଶ୍ୱର ଠାରୁ ଛାଡିବାକୁ ଥିବା ଟ୍ରେନ ଗୁଡିକ ଉତ୍ପତି ଷ୍ଟେସନ ମାନଙ୍କ ଠାରୁ ସର୍ବନିମ୍ନ ଏକ ଘଣ୍ଟାରୁ ସର୍ବାଧିକ ଦୁଇ ଘଣ୍ଟା 30 ମିନିଟ୍ ମଧ୍ୟରେ ସମୟରେ ପୁନଃ ନିର୍ଧାରଣ କରାଯିବ।

ଆଧୁନିକୀକରଣ କାର୍ଯ୍ୟ ପୂର୍ବତଟ ରେଳପଥ ବାତିଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.