ନୂଆଦିଲ୍ଲୀ: ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନ 6E 5314 ଆଜି ବୋମା ଧମକ ପାଇବା ପରେ ଆତଙ୍କ ସୃଷ୍ଟି କରିଥିଲା। ଏହା ପରେ ବିମାନଟି ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଛି। bomb indigo
ଯୋଗୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ପୂର୍ବ ପାକିସ୍ତାନର ପରିବାରକୁ ଭୂମି ଅଧିକାର, ୧୦ ହଜାର ପରିବାରରେ ଖୁସିJuly 22, 2025