Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ, ଜାଣନ୍ତୁ କେଉଁ ଦଳକୁ ମିଳୁଛି କେତେ ଆସନ
ଆଜିର ଖବର

୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ, ଜାଣନ୍ତୁ କେଉଁ ଦଳକୁ ମିଳୁଛି କେତେ ଆସନ

June 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦେଶରେ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏହା ସହିତ ଦେଶରେ ୨୦୨୪ ସାଧାରଣ ନିର୍ବାଚନ ଆଜି ଶେଷ ହୋଇଛି। କିନ୍ତୁ ଆଜି ସମସ୍ତ ପର୍ଯ୍ୟାୟର ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ କରାଯାଇଛି। ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା…..

ଜନ କୀ ବାତ୍ (୫୪୩):

ଏନଡିଏ: ୩୬୨-୩୯୨

ଇଣ୍ଡିଆ: ୧୪୧-୧୬୧

ଅନ୍ୟ: ୧୦-୨୦

ନିୟୁଜ ନେସନ (୫୪୩):

ଏନଡିଏ: ୩୪୨-୩୭୮

ଇଣ୍ଡିଆ: ୧୫୩-୧୬୯

ଅନ୍ୟ: ୨୧-୨୩

ରିପବ୍ଲିକ ଭାରତ-ମାଟ୍ରିଜ (୫୪୩):

ଏନଡିଏ: ୩୫୩-୩୬୮

ଇଣ୍ଡିଆ: ୧୧୮-୧୩୩

ଅନ୍ୟ: ୪୩-୪୮

ଦୈନିକ ଭାସ୍କର (୫୪୩):

ଏନଡିଏ: ୨୮୧-୩୫୦

ଇଣ୍ଡିଆ: ୧୪୫-୨୦୧

ଅନ୍ୟ: ୩୩-୪୯

ଇଣ୍ଡିଆ ନିୟୁଜ-ଡି ଡାଇନାମିକ୍ସ (୫୪୩):

ଏନଡିଏ: ୩୭୧

ଇଣ୍ଡିଆ: ୧୨୫

ଅନ୍ୟ: ୪୭

ଆଜତକ (୫୪୩):

ଏନଡିଏ: ୩୬୧-୪୦୧

ଇଣ୍ଡିଆ: ୧୩୧-୧୬୬

ଅନ୍ୟ: ୦୮-୨୦

ଏବିପି ସିଭୋଟର (୫୪୩/୪୦୨):

ଏନଡିଏ: ୩୫୩-୩୮୩

ଇଣ୍ଡିଆ: ୧୫୨-୧୮୨

ଅନ୍ୟ: ୦୪-୧୨

election 2024 exit poll india Lok Sabha Election NDA vote
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026
Latest News

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.