Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏହି ପାଞ୍ଚ ଜଣ ହେଉଛନ୍ତି ପିତା ପଦବାଚ୍ୟ: ଆଚାର୍ଯ୍ୟ ଚାଣକ୍ୟ
ଆଜିର ଖବର

ଏହି ପାଞ୍ଚ ଜଣ ହେଉଛନ୍ତି ପିତା ପଦବାଚ୍ୟ: ଆଚାର୍ଯ୍ୟ ଚାଣକ୍ୟ

June 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ ୧- ଜନ୍ମଦାତା ପିତା, ୨- ପୁରୋହିତ, ୩-ବିଦ୍ୟାଦାତା, ୪- ଅନ୍ନଦାତା, ୫- ରକ୍ଷାକର୍ତ୍ତା।

ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି। ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

ଆଚର୍ଯ୍ୟ ଚାଣକ୍ୟ ଚାଣକ୍ୟ ନୀତି ପିତା ପଦବାଚ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜସପ୍ରିତ ବୁମରାହଙ୍କ ଲଜ୍ଜାଜନକ ରେକର୍ଡ: ୨୯୨ ବଲ୍ ପରେ ନେଲେ ୱିକେଟ୍

November 29, 2026

ରାଜଧାନୀରେ ବନ୍ଧୁକ ବେପାରର ବଡ଼ ଖୁଲାସା, ମାଷ୍ଟରକ୍ୟାଣ୍ଟିନ୍‌ରେ ଡେଲିଭରି ପୂର୍ବରୁ ଧରାପଡ଼ିଲା କୁଖ୍ୟାତ ଅପରାଧୀ

November 29, 2026

ଆଜି ଡ. ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

November 29, 2026

ଇ-ରିକ୍ସା ଚାର୍ଜିଂରୁ ନିଆଁ ଲାଗି ୪ ମୃତ, ୨ ଆହତ

November 29, 2026
Latest News

Mann Ki Baat: ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରକୁ ସେମିକଣ୍ଡକ୍ଟର ହବ୍ ଉପରେ ଗୁରୁତ୍ୱ

November 29, 2026

ଜସପ୍ରିତ ବୁମରାହଙ୍କ ଲଜ୍ଜାଜନକ ରେକର୍ଡ: ୨୯୨ ବଲ୍ ପରେ ନେଲେ ୱିକେଟ୍

November 29, 2026

ରାଜଧାନୀରେ ବନ୍ଧୁକ ବେପାରର ବଡ଼ ଖୁଲାସା, ମାଷ୍ଟରକ୍ୟାଣ୍ଟିନ୍‌ରେ ଡେଲିଭରି ପୂର୍ବରୁ ଧରାପଡ଼ିଲା କୁଖ୍ୟାତ ଅପରାଧୀ

November 29, 2026

ଆଜି ଡ. ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

November 29, 2026

ଇ-ରିକ୍ସା ଚାର୍ଜିଂରୁ ନିଆଁ ଲାଗି ୪ ମୃତ, ୨ ଆହତ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.