Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଏହି ୪ ଟି ଗୁଣରେ ପୁରୁଷଙ୍କଠାରୁ ବହୁ ଆଗରେ ମହିଳା

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥନୀତି, କୂଟନୀତି ଏବଂ ରାଜନୀତି ବିଶ୍ୱ ପ୍ରସିଦ୍ଧ, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ।  ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନରେ କେବେ ବିଫଳ ହୋଇପାରିବ ନାହିଁ। ଆଜିର ଦିନରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପୂର୍ବ ପରି ପ୍ରଭାବଶାଳୀ ଅଟେ।

‘ଚାଣକ୍ୟ ନୀତି’ର ଏକ ପଦରେ ଚାଣକ୍ୟ କହିଛନ୍ତି ଯେ ମହିଳାମାନଙ୍କରେ ଏପରି ଚାରୋଟି ଗୁଣ ଅଛି ଯେଉଁଥିରେ ପୁରୁଷମାନଙ୍କଠାରୁ ଅନେକ ଗୁଣ ଆଗରେ ଅଛନ୍ତି। ଆସନ୍ତୁ ଜାଣିବା ସେହି ୪ ଗୁଣ କେଉଁଗୁଡିକ …

ଦୁଇଗୁଣ ଭୋକ ଲାଗେ

ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଭୋକ ଲାଗିଥାଏ। ଖାଦ୍ୟ ଗ୍ରହଣ ଦୃଷ୍ଟିରୁ ସେମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ଚାଣକ୍ୟ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି। କାରଣ ସେମାନଙ୍କ ଶରୀରର ଗଠନ ହେତୁ ମହିଳାମାନେ ଅଧିକ କ୍ୟାଲୋରୀ ଆବଶ୍ୟକ କରନ୍ତି। ସେଥିପାଇଁ ମହିଳାମାନଙ୍କୁ ପୂର୍ଣ୍ଣ ଭୋଜନ କରିବାକୁ ପରାମର୍ଶ ଦିଆଯାଇଥାଏ।

ପୁରୁଷଙ୍କ ଅପେକ୍ଷା ଅଧିକ ଚାଲାକ୍

ମହିଳାମାନଙ୍କର ଦ୍ୱିତୀୟ ଗୁଣ ବିଷୟରେ ବାଖ୍ୟା କରି ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ହେଉଛନ୍ତି ଅଧିକ ଚାଲକ ବା ଚତୁର । ସବୁବେଳେ ମହିଳାମାନେ ନିଜ ଜୀବନର ବହୁ କଠିନ ପରିସ୍ଥିତିକୁ ସମ୍ମୁଖୀନ ହୁଅନ୍ତି। ସେହି ଭିତରୁ ବାହାରିବା କୌଶଳ ମଧ୍ୟ ନିଜ ବୁଦ୍ଧି ଦ୍ବାରା ସେମାନେ ହାସଲ କରିଥାନ୍ତି। ସାଧାରଣତଃ କୁହାଯାଏ ଯେ, ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଚାଲାକ। ହେଲା ଚାଣକ୍ୟ ଏହାର ବିପରୀତ କଥା କହିଛନ୍ତି।

ପୁରୁଷମାନଙ୍କ ଅପେକ୍ଷା ଅଧିକ ସାହସୀ

ଚାଣକ୍ୟ ନୀତି ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାମାନେ 6 ଗୁଣା ଅଧିକ ସାହସୀ ଅଟନ୍ତି। ମହିଳାମାନେ କୌଣସି ପରିସ୍ଥିତିକୁ ଭୟ କରନ୍ତି ନାହିଁ। ଦୈନ୍ୟନ୍ଦିନ ଜୀବନରେ ସେମାନେ ବିଭିନ୍ନ ସମସ୍ୟାକୁ ମୁକାବିଲା କରି ନିଜ ଶରୀରରେ ସାହାସର ଶକ୍ତିକୁ ହାସଲ କରିଥାନ୍ତି।

ପୁରୁଷଙ୍କ ଅପେକ୍ଷା ଅଧିକ ଯୌନ ଭାବନା

ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ଆଠ ଗୁଣ ଯୌନ ଭାବନା ସୃଷ୍ଟି ହୋଇଥାଏ। ଏହି କ୍ଷେତ୍ରରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଭାବନା 8 ଗୁଣ କମ୍ ଅଟେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମହିଳାମାନେ ଏହି ୪ ଟି ଗୁଣରେ ପୁରୁଷଙ୍କଠାରୁ ବହୁ ଆଗରେ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥନୀତି, କୂଟନୀତି ଏବଂ ରାଜନୀତି ବିଶ୍ୱ ପ୍ରସିଦ୍ଧ, ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ।  ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜୀବନରେ କେବେ ବିଫଳ ହୋଇପାରିବ ନାହିଁ। ଆଜିର ଦିନରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପୂର୍ବ ପରି ପ୍ରଭାବଶାଳୀ ଅଟେ।

‘ଚାଣକ୍ୟ ନୀତି’ର ଏକ ପଦରେ ଚାଣକ୍ୟ କହିଛନ୍ତି ଯେ ମହିଳାମାନଙ୍କରେ ଏପରି ଚାରୋଟି ଗୁଣ ଅଛି ଯେଉଁଥିରେ ପୁରୁଷମାନଙ୍କଠାରୁ ଅନେକ ଗୁଣ ଆଗରେ ଅଛନ୍ତି। ଆସନ୍ତୁ ଜାଣିବା ସେହି 4 ଗୁଣ କେଉଁଗୁଡିକ …

ଦୁଇଗୁଣ ଭୋକ ଲାଗେ

ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଭୋକ ଲାଗିଥାଏ। ଖାଦ୍ୟ ଗ୍ରହଣ ଦୃଷ୍ଟିରୁ ସେମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ଚାଣକ୍ୟ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି। କାରଣ ସେମାନଙ୍କ ଶରୀରର ଗଠନ ହେତୁ ମହିଳାମାନେ ଅଧିକ କ୍ୟାଲୋରୀ ଆବଶ୍ୟକ କରନ୍ତି। ସେଥିପାଇଁ ମହିଳାମାନଙ୍କୁ ପୂର୍ଣ୍ଣ ଭୋଜନ କରିବାକୁ ପରାମର୍ଶ ଦିଆଯାଇଥାଏ।

ପୁରୁଷଙ୍କ ଅପେକ୍ଷା ଅଧିକ ଚାଲାକ୍

ମହିଳାମାନଙ୍କର ଦ୍ୱିତୀୟ ଗୁଣ ବିଷୟରେ ବାଖ୍ୟା କରି ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ହେଉଛନ୍ତି ଅଧିକ ଚାଲକ ବା ଚତୁର। ସବୁବେଳେ ମହିଳାମାନେ ନିଜ ଜୀବନର ବହୁ କଠିନ ପରିସ୍ଥିତିକୁ ସମ୍ମୁଖୀନ ହୁଅନ୍ତି। ସେହି ଭିତରୁ ବାହାରିବା କୌଶଳ ମଧ୍ୟ ନିଜ ବୁଦ୍ଧି ଦ୍ବାରା ସେମାନେ ହାସଲ କରିଥାନ୍ତି। ସାଧାରଣତଃ କୁହାଯାଏ ଯେ, ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଚାଲାକ। ହେଲା ଚାଣକ୍ୟ ଏହାର ବିପରୀତ କଥା କହିଛନ୍ତି।

ପୁରୁଷମାନଙ୍କ ଅପେକ୍ଷା ଅଧିକ ସାହସୀ

ଚାଣକ୍ୟ ନୀତି ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାମାନେ ୬ ଗୁଣା ଅଧିକ ସାହସୀ ଅଟନ୍ତି। ମହିଳାମାନେ କୌଣସି ପରିସ୍ଥିତିକୁ ଭୟ କରନ୍ତି ନାହିଁ। ଦୈନ୍ୟନ୍ଦିନ ଜୀବନରେ ସେମାନେ ବିଭିନ୍ନ ସମସ୍ୟାକୁ ମୁକାବିଲା କରି ନିଜ ଶରୀରରେ ସାହାସର ଶକ୍ତିକୁ ହାସଲ କରିଥାନ୍ତି।

ପୁରୁଷଙ୍କ ଅପେକ୍ଷା ଅଧିକ ଯୌନ ଭାବନା

ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ଆଠ ଗୁଣ ଯୌନ ଭାବନା ସୃଷ୍ଟି ହୋଇଥାଏ। ଏହି କ୍ଷେତ୍ରରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଭାବନା ୮ ଗୁଣ କମ୍ ଅଟେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଚାଣକ୍ୟନୀତି: ଅନ୍ୟ ଉପରେ ନିର୍ଭର କଲେ ଜୀବନରେ କେବେ ବି ମିଳେ ନାହିଁ ସଫଳତା

ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଧର୍ମ

ସାବଧାନ ଏହି ବ୍ୟକ୍ତିଙ୍କୁ କେବେ ବି ବିଶ୍ବାସ କରନ୍ତୁ ନାହିଁ, ଫସିବେ, ଆଚାର୍ଯ୍ୟ ଚାଣକ୍ୟ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଜାତୀୟ ଖବର

ସବୁବେଳେ ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା, ପଢନ୍ତୁ ଚାଣକ୍ୟଙ୍କ ଏହି ୨ ଟି ପରାମର୍ଶ

ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ, ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର, ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଧର୍ମ

ଘରର ଅର୍ଥନୀତିକୁ ସମତୁଳ ରଖିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଦେଲେ ଏହି ଉପଦେଶ

ଚାଣକ୍ୟ ନୀତି: ଜୀବନରେ ସୁଖ ଏବଂ ସୁବିଧା ପାଇବା ପାଇଁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଅନୁଗ୍ରହ ବିନା ଜୀବନ ଯନ୍ତ୍ରଣାଦାୟକ ରହିଥାଏ। ଯାହା ଉପରେ ମା ଲକ୍ଷ୍ମୀଙ୍କ ଦୟା ଥାଏ, ତାଙ୍କର କେବେବି ଧନ ଅଭାବ ହୁଏ ନାହିଁ।

ଚାଣକ୍ୟ ନୀତିରେ ମଧ୍ୟ ଧନ ବିଷୟରେ ଅନେକ କଥା କୁହାଯାଇଛି। ଚାଣକ୍ୟ କହିଛନ୍ତି ଯେ ଜାଣିଶୁଣି କିମ୍ବା ଅଜାଣତରେ ଜଣେ ବ୍ୟକ୍ତି ଏପରି ଭୁଲ୍ କରନ୍ତି, ଯାହା ଧନର ଦେବୀଙ୍କୁ କ୍ରୋଧିତ କରେ। କଠିନ ପରିଶ୍ରମ ପରେ ମଧ୍ୟ ସକରାତ୍ମକ ଫଳାଫଳ ମିଳେନାହିଁ, ଧିରେ ଧିରେ ଧନୀମାନେ ମଧ୍ୟ ଦାରିଦ୍ର୍ୟର ସୀମାକୁ ଆସିଥାନ୍ତେ। କେଉଁ ଭୁଲ ଯୋଗୁଁ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଆସନ୍ତୁ ଜାଣିବା…

ଅର୍ଥ ବ୍ୟୟ:

ଯେଉଁଠାରେ ଲକ୍ଷ୍ମୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ଦାରିଦ୍ର୍ୟ ବାସ କରେ। ଚାଣକ୍ୟ କହିଛନ୍ତି ଯେ ମାତା ଧନଦାତ୍ରୀ ଲକ୍ଷ୍ମୀ ବହୁତ ଚତୁର ଅଟନ୍ତି। ଯେଉଁମାନେ ନିଜର ସମ୍ପତ୍ତି ଦେଖାନ୍ତି ଏବଂ ଅନାବଶ୍ୟକ ଜିନିଷରେ ଟଙ୍କା ଖର୍ଚ୍ଚ କରନ୍ତି, ସେମାନେ ନିଜର ବିନାଶର ରାସ୍ତା ବାଛନ୍ତି। ଆୟ ଅପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବା ହେଉଛି ସମସ୍ୟାକୁ ନିମନ୍ତ୍ରଣ କରିବା। ଯେଉଁମାନେ ଟଙ୍କାକୁ ସମ୍ମାନ କରନ୍ତି ନାହିଁ ସେମାନଙ୍କୁ ମାତା ଲକ୍ଷ୍ମୀ କେବେବି ଆଶୀର୍ବାଦ ଦିଅନ୍ତି ନାହିଁ।

ସମୟର ମୂଲ୍ୟ:

ଜୀବନର ଅଗ୍ରଗତିରେ ସମୟର ବିଶେଷ ଗୁରୁତ୍ୱ ରହିଛି। ଚାଣକ୍ୟଙ୍କ ଅନୁଯାୟୀ, ଯିଏ ସମୟକୁ ମୂଲ୍ୟ ବୋଲି ଭାବନ୍ତି ନାହିଁ, ସେ ନିଜ ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ କରନ୍ତି ନାହିଁ, ସେ ଲକ୍ଷ୍ମୀ ଜୀଙ୍କର ସମର୍ଥନ ପାଆନ୍ତି ନାହିଁ। ସମୟ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ତାଙ୍କୁ ସାରା ଜୀବନ ଧନ ପାଇବା ପାଇଁ ସଂଘର୍ଷ କରିବାକୁ ପଡେ।

ବ୍ୟବହାର:

ମାତା ଲକ୍ଷ୍ମୀ ବୟଜ୍ୟେଷ୍ଠ, ବିଦ୍ୱାନ ଏବଂ ମହିଳାମାନଙ୍କୁ ଅସମ୍ମାନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡରୁ ହାତ ଉଠାନ୍ତି। ଯେଉଁ ଘରେ ପ୍ରତିଦିନ ଝଗଡା ହୁଏ, ଯେଉଁମାନେ ନିଜ ପିତାମାତାଙ୍କ ପାଇଁ ସେମାନଙ୍କ ଶବ୍ଦ ପ୍ରୟୋଗ କରନ୍ତି ଏବଂ ସେମାନଙ୍କୁ ଦୁର୍ବ୍ୟବହାର କରନ୍ତି, ସେମାନେ ସର୍ବଦା ଧନ ପାଇବା ପାଇଁ ଛଟପଟ ହୁଅନ୍ତି। ସେମାନେ ସୁଖ କିମ୍ବା ଶାନ୍ତି ପାଆନ୍ତି ନାହିଁ।

ଖରାପ ଅଭ୍ୟାସ:

ଚାଣକ୍ୟ କହିଛନ୍ତି ଯେ, ଯିଏ କ୍ରୋଧ, ଅହଂକାର, ଜୁଆ, ପ୍ରତାରଣା ଭଳି ଖରାପ ଅଭ୍ୟାସରେ ଅଭ୍ୟସ୍ତ, ସେ କେବେବି ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଏ ନାହିଁ। କୁହାଯାଏ ଯେ, ଯେତେବେଳେ ଧନ ଆସେ, ଏହି ଖରାପ ଅଭ୍ୟାସ ଜଣେ ବ୍ୟକ୍ତିଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ, ଯିଏ ସେମାନଙ୍କ ଆଡକୁ ଆକର୍ଷିତ ହୁଏ, ସେ ବିନାଶ ରାସ୍ତାକୁ ଆସେ। ଯିଏ ଏହାକୁ ନିୟନ୍ତ୍ରଣ କରେ, ମାତା ଲକ୍ଷ୍ମୀ ସର୍ବଦା ତାଙ୍କ ପାଖରେ ବାସ କରିବେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଚାଣକ୍ୟନୀତି: ଏଭଳି ଅଭ୍ୟାସ ରହିଲେ ଜୀବନରେ କେବେ ବି ମିଳେ ନାହିଁ ସଫଳତା

ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଏଭଳି ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ କେବେ ବି ମିଳେ ନାହିଁ ସଫଳତା

ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି, ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏହି ଅଭ୍ୟାସ ରଖିଥିବା ଲୋକ ଜୀବନରେ କେବେ ବି ପାଇବେ ନାହିଁ ସଫଳତା

ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଧର୍ମ

ଯଦି ଆପଣ ଚାକିରୀ ପରି କିଛି ଗୁରୁତ୍ବପୂର୍ଣ୍ଣ କାମ କରୁଛନ୍ତି ତେବେ ଚାଣକ୍ୟଙ୍କ ଏହି କଥା ମାନନ୍ତୁ

ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ ହେବେ କି ନାହିଁ ତାହା କେହି କହିପାରିବେ ନାହିଁ। ସେଥିପାଇଁ ଚାଲାକ ବ୍ୟକ୍ତି କେବେ ବି ନିଜର କାମ ସଫଳ ବା ସଂପୂର୍ଣ୍ଣ ନ ହେବା ପୂର୍ବରୁ କାହାକୁ କହେ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଚାଣକ୍ୟ ନୀତି: ଏଭଳି ଅଭ୍ୟାସ ଥିବା ଲୋକ କେବେ ବି ପାଆନ୍ତି ନାହିଁ ସଫଳତା

ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି, ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଚାଣକ୍ୟନୀତି: ଜୀବନରେ କେବେ ବି ସଫଳତା ପାଇବେ ନହିଁ, ମନରେ ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତି

ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଧର୍ମ

ମାନନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା, ପାଆନ୍ତୁ ସଫଳତା

ନୂଆଦିଲ୍ଲୀ,  ଜୀବନରେ କିପରି ମଣିଷ ସଫଳତା ହାସଲ କରିପାରିବ ତାହାର ସୁତ୍ର ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ହିସାବରେ ଆପଣ ପ୍ରତିଦିନ ଶାସ୍ତ୍ରର ଗୋଟିଏ ଶ୍ଲୋକ ପାଠ କରନ୍ତୁ। ନ ପଢିପାରିଲେ ଅର୍ଦ୍ଧ ଶ୍ଲୋକ କିମ୍ବା ଅନ୍ତତଃ ପକ୍ଷେ ଗୋଟିଏ ପଦ ପଢନ୍ତୁ। ଯେଉଁମାନେ ଆଦୌ ଶାସ୍ତ୍ର ପାଠ କରୁ ନ ଥିବେ ସେମାନଙ୍କୁ ହୁଏତ ଅଡୁଆ ହୋଇପାରେ। ହେଲେ ପ୍ରତିଦିନ ପଢିବାର ଅଭ୍ୟାସ ଜାରୀ ରଖନ୍ତୁ। ଏହା ଦ୍ବାରା ଆପଣଙ୍କର ଅଗୋଚରରେ ଜୀବନରେ ନିଶ୍ଚିତ ସଫଳତା ମିଳିବ।

ସମସ୍ତେ ଭାବନ୍ତି ଗୀତା ପାଠ କରିବା ଦ୍ବାରା ଧର୍ମ ଅର୍ଜ୍ଜନ ହୁଏ। ହେଲେ ଜାଣି ରଖିବା ଉଚିତ ଯେ, କେବଳ ଗୀତାରୁ ଧର୍ମ ନୁହେଁ ଜୀବନର କର୍ମ ମଧ୍ୟ ସେଥିରୁ ମିଳିଥାଏ। ଧର୍ମ ଶାସ୍ତ୍ର କେବଳ ଧର୍ମ ଅର୍ଜନ ପାଇଁ ବୋଲି ଭାବିବା ଉଚିତ ନୁହେଁ। ଅଳସୁଆ କିମ୍ବା ମଉଜ କରି ସମୟ କାଟିବା ଅପେକ୍ଷା ଶାସ୍ତ୍ର ପାଠ କରିବା ପ୍ରତ୍ୟେକ ମଣିଷର ଅନ୍ୟତମ କର୍ତ୍ତବ୍ୟ।

Categories
ଆଜିର ଖବର ଜୀବନ ଶୈଳୀ

ସବୁବେଳେ ଅନ୍ୟ ଉପରେ ନିର୍ଭର କରନ୍ତି କି?, ତେବେ କେବେ ବି ପାଇବେ ନାହିଁ ସଫଳତା

ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଜୀବନ ଶୈଳୀ

ଅନ୍ୟ ଉପରେ ନିର୍ଭର କରୁଥିବା ଲୋକ ହୋଇଯା’ନ୍ତୁ ସାବଧାନ!, ମାନନ୍ତୁ ଚାଣକ୍ୟଙ୍କ ପରାମର୍ଶ

ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି, ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଛଅ ଜଣ ଯଦି ଶୋଇଛନ୍ତି ସେମାନଙ୍କୁ ନିଦରୁ ଉଠାନ୍ତୁ ନାହିଁ, ହୋଇପାରେ ମୃତ୍ୟୁ

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଛଅ ଜଣ ଯଦି ଶୋଇଛନ୍ତି ତେବେ ସେମାନଙ୍କୁ ଉଠାନ୍ତୁ ନାହିଁ। ଯଦି ଉଠାଇବେ ତେବେ ହୋଇପାରେ ମୃତ୍ୟୁ କିମ୍ବା ଅସୁବିଧା। ତେଣୁ ଯେଉଁମାନେ ଚାଲକ ବ୍ୟକ୍ତି ସେମାନେ କେବେ ବି ଏମାନଙ୍କୁ ନିଦ୍ରାରୁ ଜାଗ୍ରତ କରନ୍ତି ନାହିଁ।

ତେବେ ଚାଣକ୍ୟଙ୍କ ମତରେ ଏହି ଛଅ ଜଣ ହେଉଛନ୍ତି ସର୍ପ, ରାଜା, ହିଂସ୍ର ପଶୁ, ଅନ୍ୟର କୁକୁର, ଶିଶୁ ଏବଂ ମୂର୍ଖ। ସାପ ଶୋଇଥିଲେ ଯଦି ଆପଣ ତାକୁ ଉଠାନ୍ତି ତେବେ ସେ ଚଟକରି ଦଂଶନ କରିବ। ସେହିପରି ରାଜା ଶୋଇଥିଲେ ତାଙ୍କ ନିଦ୍ରଭଙ୍ଗ କଲେ ସେ ହୁଏତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଦେବେ।

ସେହିପରି ହିଂସ୍ର ପଶୁ ଯଥା ବାଘ, ସିଂହ, ବରାହ ପ୍ରଭୃତି ପଶୁଙ୍କୁ ନିଦରୁ ଉଠାଇଲେ ସେମାନେ ମାରି ଗୋଡାଇବା ନିଶ୍ଚିତ। ସେହିପରି ଅନ୍ୟର କୁକୁରକୁ ମଧ୍ୟ ନିଦରୁ ଉଠାଇଲେ ସେ ଆକ୍ରମଣ କରିବା ଥୟ। ଅନ୍ୟପକ୍ଷରେ ଶିଶୁଙ୍କୁ ନିଦରୁ ଉଠାଇଲେ ସେମାନେ କାନ୍ଦି ନୟାନ୍ତ କରିଦେବେ। ଯାହା ସ୍ବାସ୍ଥ୍ୟ ପକ୍ଷେ ଖରାପ। ସେହିପରି ମୂର୍ଖଙ୍କୁ ଉଠାଇଲେ ସେ ଯାହା ଇଚ୍ଛା ତାହା ଗାଳି ଦେବ। ଫଳରେ ନିଜର ଟେନସନ ବୃଦ୍ଧି ପାଇବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚାଣକ୍ୟନୀତି, ଅନ୍ୟ ଉପରେ ନିର୍ଭର କରି ରହିଲେ ଜୀବନରେ କେବେ ବି ସଫଳତା ହାସଲ କରିପାରିବେ ନାହିଁ

ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: କୁକୁରଠାରେ ମଧ୍ୟ ଏପରି ଛଅଟି ଗୁଣ ଅଛି ଯାହା ମଣିଷ ଶିକ୍ଷା କରିବା ଉଚିତ୍

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ଯେଉଁ କଥା ଉଲ୍ଲେଖ କରିଛନ୍ତି ତାହା ଆଜିର ମଣିଷ ପାଇଁ ବେଶ ଉପାଦେୟ। ସେସବୁକୁ ଯେ ପାଳନ କରେ ସେ ନିଶ୍ଚିତ ଭାବେ ସବୁ କ୍ଷେତ୍ରରେ ବିଜୟ ହେବା ସହିତ ପ୍ରଶଂସା ମଧ୍ୟ ପାଇଥାଏ। ବିଭିନ୍ନ ପଶୁପକ୍ଷୀଙ୍କଠାରୁ ମଧ୍ୟ ମଣିଷ ଶିକ୍ଷା ଲାଭ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ସେହି ଅନୁସାରେ କୁକୁରଠାରୁ ମଧ୍ୟ ଅନେକ ସତ୍ ଗୁଣ ମଣିଷ ଶିକ୍ଷା କରିବା ଉଚିତ।

ଚାଣକ୍ୟଙ୍କ ମତରେ ମଣିଷ କୁକୁରଠାରୁ ଛଅଟି ଗୁଣ ଶିକ୍ଷା କରିବା ଉଚିତ। ତାହା ହେଲା ଖାଦ୍ୟ ନଷ୍ଟ ନ କରିବା, ଅଳ୍ପ ଖାଦ୍ୟରେ ସନ୍ତୁଷ୍ଠ ହେବା, ନିଦ୍ରାରେ ଥିଲେ ମଧ୍ୟ ସତର୍କ ରହିବା, ନିଦ୍ରାରୁ ଉଠି ସହସା ଜାଗରଣ, ପ୍ରଭୃ ଭକ୍ତି ଏବଂ ବୀରତା। ଚାଣକ୍ୟଙ୍କ ମତରେ କୁକୁରକୁ ବେଶୀ ଖାଦ୍ୟ ଦେଲେ ମଧ୍ୟ କୁକୁରର ଧର୍ମ ହେଲା ସେ ସବୁ ଚାଟି ଖାଇଦିଏ। ଖାଦ୍ୟ କେବେ ନଷ୍ଟ ହେବାକୁ ଦିଏ ନାହିଁ।

ସେହିପରି କୁକୁରକୁ ଅଳ୍ପ ଖାଦ୍ୟ ଦେଲେ ମଧ୍ୟ ସେ ସେଥିରେ ସନ୍ତୁଷ୍ଠ ହୋଇଥାଏ। ସେ ସେହି ଅଳ୍ପହାରୀ ହୋଇ ମଧ୍ୟ ନିଜର କାମରେ ଲାଗିପଡେ। ସେହିପରି କୁକୁର ଯେତେ ଗାଢ ନିଦ୍ରାରେ ଶୋଇ ଥିଲେ ମଧ୍ୟ ସେ ସାମାନ୍ୟ ଶଦ୍ଦରେ ଉଠିପଡେ। ନିଦ୍ରାରୁ ଉଠିବା ସହ ସେ ସବୁବେଳେ ସଜାଗ ହୋଇପଡେ। ଆଳସ୍ୟତା ତା ପାଖରେ ଦେଖିବାକୁ ମିଳେ ନାହିଁ।

ସେହିପରି ପ୍ରଭୃଭକ୍ତି ହେଉଛି କୁକୁରର ଆଉ ଏକ ଭଲ ଗୁଣ ଯାହା ମଣିଷ ଶିକ୍ଷା କରିବା ଉଚିତ। ଅନ୍ୟକୁ ଭଗବାନ ଭାବି ତାହାର ସେବା କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେବା ଉଚିତ। ସେହିପରି କୌଣସି ଶତ୍ରୁଙ୍କୁ ଘରେ ଭର୍ତ୍ତି ନ କରାଇବା ଧର୍ମ ପାଳନ କରିଥାଏ କୁକୁର। ଶତ୍ରୁ ଯେତେ ବଡ ହେଉ ନା କାହିଁକି ତାହା ସହିତ ସେ ବୀରତ୍ବର ସହ ଲଢେଇ କରେ।

Categories
ଆଜିର ଖବର ଧର୍ମ

ଯଦି ଆପଣଙ୍କ ପାଖରେ ସବୁବେଳେ ଧନ ରହିବା ପାଇଁ ଚାହୁଁଛନ୍ତି ତେବେ ଚାଣକ୍ୟଙ୍କ ଏହି କଥା ମାନନ୍ତୁ

ଚାଣକ୍ୟ ନୀତି: ଧନ ପାଇବା ପାଇଁ ଇଚ୍ଛା ସମସ୍ତଙ୍କ ମନରେ ଅଛି। ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି। କିନ୍ତୁ ଏହି ଇଚ୍ଛା ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରା ପୂରଣ ହୁଏ ନାହିଁ। ଧନୀ ସେହି ବ୍ୟକ୍ତି ହୋଇଥାଏ, ଯାହା ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ।

ଆଚାର୍ଯ୍ୟ ଚାଣକ୍ୟ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ବର୍ଣ୍ଣନା କରିଛନ୍ତି। ଶାସ୍ତ୍ରରେ ମାତା ଲକ୍ଷ୍ମୀ ଧନ, ସୁଖ ଏବଂ ସମୃଦ୍ଧିର ଦେବୀ ବୋଲି ବିବେଚନା କରାଯାଏ। ଚାଣକ୍ୟ ନିଜେ ଅର୍ଥନୀତିର ଜଣେ ମହାନ ପଣ୍ଡିତ ଥିଲେ। ଭୌତିକ ଜୀବନରେ ଜଣେ ବ୍ୟକ୍ତିଙ୍କ ଅର୍ଥର କଣ ମହତ୍ତ୍ଵ ଅଛି, ତାହା ତାଙ୍କୁ ଭଲ ଭାବେ ଜଣା ଥିଲା। ଜୀବନକୁ ସହଜ ଏବଂ ସରଳ କରିବା ପାଇଁ ଅର୍ଥ ହେଉଛି ଏକ ଶକ୍ତିଶାଳୀ ଉପକରଣ। ଏହି କାରଣରୁ ଜଣେ ବ୍ୟକ୍ତି ଭୌତିକ ଜୀବନରେ ସର୍ବାଧିକ ଧନ ପାଇବାକୁ ଚାହୁଁଛି, ଯାହା ଦ୍ଵାରା ତାଙ୍କ ଜୀବନ ସଙ୍କଟ ଏବଂ ଅସୁବିଧାରୁ ମୁକ୍ତ ହୋଇପାରିବ।

ଚାଣକ୍ୟଙ୍କ କହିବାନୁସାରେ, ଜଣେ ବ୍ୟକ୍ତି ଟଙ୍କା ପାଇବା ପାଇଁ ସବୁଠାରୁ ବଡ ବିପଦ ନେବାକୁ ପ୍ରସ୍ତୁତ। ସେ ମଧ୍ୟ ସାତ ସମୁଦ୍ର ପାର କରି ବ୍ୟବସାୟ କରିବାକୁ ଆଗ୍ରହୀ। ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ଧନୀ ହେବାକୁ ଚାହାଁନ୍ତି, ତେବେ କିଛି ଜିନିଷ ସବୁବେଳେ ଧ୍ୟାନରେ ରଖିବା ଉଚିତ୍। ଯଦି ଆମେ ଚାଣକ୍ୟଙ୍କର ଏହି ପରାମର୍ଶଗୁଡିକ ମାନିନେବା, ତେବେ ଜୀବନରେ କେବେବି ଅର୍ଥର ଅଭାବ ରହିବ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ସବୁଦିନ ପାଇଁ ରହିବ।

୧- ସମୟ: ଚାଣକ୍ୟ ନୀତି ଅନୁଯାୟୀ, ଜଣେ ବ୍ୟକ୍ତି ଯିଏ ସମୟର ମୂଲ୍ୟ ଜାଣେ, ତାଙ୍କ ଜୀବନରେ ଉଭୟ ସଫଳତା ଏବଂ ଅର୍ଥର ଅଭାବ ନାହିଁ। ଏପରି ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରୁହେ। ଯେଉଁମାନେ ସମୟର ମହତ୍ତ୍ୱ ବୁଝନ୍ତି ନାହିଁ ସେମାନେ ସର୍ବଦା ସଫଳତା ପାଇବା ପାଇଁ ସଂଘର୍ଷ କରନ୍ତି।

୨- ଅନୁଶାସନ: ଚାଣକ୍ୟ ନୀତି ଅନୁସାରେ ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି, ତେବେ ଅନୁଶାସନର ଆତ୍ମାକୁ ଜାଗ୍ରତ କରନ୍ତୁ। ଜୀବନରେ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଏକ ଶୃଙ୍ଖଳିତ ଜୀବନଶୈଳୀ ଏବଂ ନିତ୍ୟକର୍ମ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ଜୀବନରେ ଅର୍ଥର ଅଭାବ ରହିବ। ଯେଉଁମାନେ ଅନୁଶାସନ ଅନୁସରଣ କରନ୍ତି ସେମାନଙ୍କୁ ମାତା ଲକ୍ଷ୍ମୀ ଆଶୀର୍ବାଦ ଦିଅନ୍ତି।

Categories
ଆଜିର ଖବର ଧର୍ମ

ଜୀବନରେ ସଫଳତା ପାଇବାକୁ ହେଲେ ଚାଣକ୍ୟଙ୍କ ଏହି ଚାରୋଟି କଥାକୁ ମାନି ଦେଖନ୍ତୁ କଣ ହେଉଛି

Chanakya Niti : ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନରେ ଅନେକ ପୁସ୍ତକ ଏବଂ ଲେଖା ଲେଖିଛନ୍ତି,  ଯାହା ଆଜି ବି ଲୋକମାନେ ପଢିବାକୁ ଆଗ୍ରହୀ। ସମସ୍ତେ ଚାଣକ୍ୟଙ୍କ ନୈତିକତା ପଢିବାକୁ ପସନ୍ଦ କରନ୍ତି। କାରଣ ସେ ତାଙ୍କ ପୁସ୍ତକରେ ଜୀବନ ସହ ଜଡିତ ପ୍ରତ୍ୟେକ ତଥ୍ୟକୁ ଉଦ୍ଧୃତ କରିଛନ୍ତି।

ସାଧାରଣ ଜୀବନ ସହ ଜଡିତ ସମସ୍ତ ସମସ୍ୟାର ସମାଧାନର ଏକ ସଂକଳନ ତାଙ୍କ ପୁସ୍ତକରେ ଅଛି। ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନ କାଳରେ ନୈତିକତାରେ ଲିଖିତ ତଥ୍ୟଗୁଡିକ ଅନୁସରଣ କରେ, ତେବେ ସେ ସବୁଦିନ ପାଇଁ ଖୁସି ରହିପାରିବେ। ଜୀବନରେ ଜଣେ ସଫଳ ବ୍ୟକ୍ତି ହୋଇପାରିବେ। ଆଚାର୍ଯ୍ୟ ଚାଣକ୍ୟ ନୈତିକତା କ୍ଷେତ୍ରରେ ଏହିପରି ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯାହା ଦ୍ବାରା ଜଣେ ବ୍ୟକ୍ତି ସୁଖୀ ଏବଂ ସଫଳ ଜୀବନ ବିତାଇ ପାରିବେ।

ଚାଣକ୍ୟଙ୍କ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଭୁଲ ପଥରେ ଚାଲିଥାଏ କିମ୍ବା ଖରାପ ଜିନିଷ ଅନୁସରଣ କରେ, ସେହି ବ୍ୟକ୍ତି କଦାପି ସଫଳ ହୋଇପାରିବ ନାହିଁ। ସେ କହୁଥିଲେ ଯେ ଜଣେ ବ୍ୟକ୍ତି ଯେତେବେଳେ ମନ୍ଦତା ତ୍ୟାଗ କରି ଭଲ ଗୁଣଗୁଡିକ ଗ୍ରହଣ କରେ ସେତେବେଳେ ସେ ମହାନ କିମ୍ବା ସଫଳ ହୋଇପାରିବ। ଯଦି ତୁମେ ତୁମ ଜୀବନରେ ସଫଳ ହେବାକୁ ଚାହୁଁଛ, ତେବେ ଏହି ଅଭ୍ୟାସ ଛାଡିଦିଅ।

ଚାଣକ୍ୟ ଯାହା କରିବା ପାଇଁ କହିଛନ୍ତି ତାହା ହେଲା ଆଳସ୍ୟ ପରିତ୍ୟାଗ, ଅସୁବିଧା ସମୟରେ ଧର୍ଯ୍ୟ ଧରିବା, ସମୟକୁ ନଷ୍ଟ ନ କରିବା, ଦୁଃସଂଗ ପରିତ୍ୟାଗ କରିବା।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଅତି, ସବୁବେଳେ ସ୍ବାସ୍ଥ୍ୟ ତଥା ସାମାଜିକ ପ୍ରତିଷ୍ଠାରେ ଆଣିଥାଏ ବାଧା, କିପରି ?

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି।

ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି

ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ

ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ