Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବିଧାନସଭା ଆସନ ଫଳାଫଳ: ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ଆଗୁଆ, ଜାଣନ୍ତୁ କେତେ?
ଆଜିର ଖବର

ଚିଲିକା ବିଧାନସଭା ଆସନ ଫଳାଫଳ: ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ଆଗୁଆ, ଜାଣନ୍ତୁ କେତେ?

June 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଦେଶର ସାଧାରଣ ନିର୍ବାଚନ ସହିତ ଓଡିଶାର ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ତେବେ ଭୋଟ ଗଣତିରେ ରାଜ୍ୟରେ ବିଜେପି ଭଲ ସ୍ଥିତିରେ ଥିବା ବେଳେ ବିଜେଡ଼ି ସଂଘର୍ଷ କରୁଥିବା ଦେଖାଯାଉଛି। ତେବେ ଏହିକ୍ରମରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ଚତୁର୍ଥ ରାଉଣ୍ଡରେ ୨୧୧୭ ଭୋଟରେ ଆଗୁଆ ଅଛନ୍ତି।

ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ମୋଟ ଭୋଟ:

ପୃଥ୍ବୀରାଜ ହରିଚନ୍ଦନ (ବିଜେପି): ୧୯୯୧୮ ଭୋଟ

ରଘୁନାଥ ସାହୁ (ବିଜେଡ଼ି): ୧୭୮୦୧

ପ୍ରଦୀପ କୁମାର ସ୍ଵାଇଁ (କଂଗ୍ରେସ): ୯୯୦ ଭୋଟ

 

chilika
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରୁ ଗିରଫ ହେଲେ ମମତା ବାନାର୍ଜୀଙ୍କ ବିଧାୟକ: ଜାଣନ୍ତୁ କାରଣ

May 27, 2026

ଏହି ରାଜନୈତିକ ଦଳର ବଡ ଘୋଷଣା: ଆଗାମୀ ନିର୍ବାଚନରେ ୩୩% ଆସନରେ ଲଢ଼ିବେ ମହିଳା

May 27, 2026

“ପର୍ଦ୍ଦାଫାସ୍ ହେଲା ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା”: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା

May 27, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା?: ଦିଲ୍ଲୀ ପୋଲିସଠାରୁ ଜବାବ ମାଗିଲେ କୋର୍ଟ 

May 27, 2026
Latest News

ପୁରୀରୁ ଗିରଫ ହେଲେ ମମତା ବାନାର୍ଜୀଙ୍କ ବିଧାୟକ: ଜାଣନ୍ତୁ କାରଣ

May 27, 2026

ଏହି ରାଜନୈତିକ ଦଳର ବଡ ଘୋଷଣା: ଆଗାମୀ ନିର୍ବାଚନରେ ୩୩% ଆସନରେ ଲଢ଼ିବେ ମହିଳା

May 27, 2026

“ପର୍ଦ୍ଦାଫାସ୍ ହେଲା ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା”: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା

May 27, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା?: ଦିଲ୍ଲୀ ପୋଲିସଠାରୁ ଜବାବ ମାଗିଲେ କୋର୍ଟ 

May 27, 2026

ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀଙ୍କ ସିଧା ବାର୍ତ୍ତା: ପରିବର୍ତ୍ତନ ହେବ କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ?

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.