
ଭୁବନେଶ୍ବର: ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଲୋକସଭା ଆସନ ପୁରୀରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ସେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅରୂପ ପଟ୍ଟନାୟକଙ୍କଠାରୁ ବେଶ ଆଗରେ ରହିଛନ୍ତି। ଗଣତି ଅନୁସାରେ 43118 ଖଣ୍ଡ ଭୋଟରେ ସମ୍ବିତ ଆଗରେ ଅଛନ୍ତି। ସେମାନଙ୍କର ଭୋଟ ହାସଲ କରିଥିବା ସଂଖ୍ୟା ହେଲା
1- ସମ୍ବିତ ପାତ୍ର, ବିଜେପି- 240092
2- ଅରୂପ ପଟ୍ଟନାୟକ, ବିଜେଡି- 195650
3- ଜୟନାରାୟଣ ପଟ୍ଟନାୟକ, କଂଗ୍ରେସ- 8114
4- ନୋଟା- 3057