Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଔପଚାରିକ ଭାବେ ବିଜେପିରେ ସାମିଲ୍‌ ହେଲେ ଏସ୍‌. ଜୟଶଙ୍କର
ଆଜିର ଖବର

ଔପଚାରିକ ଭାବେ ବିଜେପିରେ ସାମିଲ୍‌ ହେଲେ ଏସ୍‌. ଜୟଶଙ୍କର

June 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
s. jayashankar join in bjp
s. jayashankar join in bjp

ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ର ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଔପଚାରିକ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି । ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏସ୍‌. ଜୟଶଙ୍କର ସରକାରରେ ସାମିଲ୍‌ ହୋଇଛନ୍ତି । ଗତ ମେ ୩୦ ତାରିଖରେ ଅନ୍ୟ ସମସ୍ତ ମନ୍ତ୍ରୀମାନଙ୍କ ସହ ମନ୍ତ୍ରୀ ପଦର ଶପଥ ନେଇଥିଲେ ଏସ୍‌. ଜୟଶଙ୍କର । ବିଜେପି ତାଙ୍କୁ ଗୁଜୁରାଟ ରାଜ୍ୟସଭାରୁ ପ୍ରାର୍ଥୀ କରିବ । ଶପଥ ନେବାର ଛ’ମାସ ଭିତରେସଂସଦର ଯେକୌଣସି ଗୃହର ସଦସ୍ୟ ହେବା ଜରୁରୀ । ମୋଦିଙ୍କ ପ୍ରଥମ ଶାସନ କାଳରେ ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସ୍ବରାଜ ରହିଥିଲେ । ଚଳିତଥର ଲୋକସଭା ନିର୍ବାଚନ ନ ଲଢିବା ନେଇ ସୁଷମା ନିଷ୍ପତ୍ତି ନେଇଥିଲେ । ସୁଷମାଙ୍କ ସ୍ଥାନରେ ମୋଦି ଏସ୍‌. ଜୟଶଙ୍କରକୁ ବୈଦେଶିକ ମନ୍ତ୍ରୀ କରିଛନ୍ତି । ୬୪ ବର୍ଷୀୟ ଏସ୍‌. ଜୟଶଙ୍କର ୧୯୭୭ରେ ଭାରତୀୟ ବୈଦେଶିକ ସେବାରେ ସାମିଲ୍‌ ହୋଇଥିଲେ । ଏସ୍‌. ଶଙ୍କର ସଂଯୁକ୍ତ ରାଷ୍ଟ୍ର ଆମେରିକା, ଚୀନ, ଚେକ୍‌ ଗଣରାଜ୍ୟରେ ଭାରତୀୟ ରାଷ୍ଟ୍ରଦୂତ ଓ ସିଙ୍ଗାପୁରରେ ଉଚ୍ଚାୟୁକ୍ତ ରୂପେ କାର୍ଯ୍ୟ କରିଛନ୍ତି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025

ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ

November 7, 2025
Jindal Ads
BJP Ads
Latest News

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025: କେନ୍ଦ୍ର ମନ୍ତ୍ରୀ

November 7, 2025

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025

ଏମ୍ସ ଭୁବନେଶ୍ବରରେ ସାମୂହିକ “ବନ୍ଦେ ମାତରମ୍” ଗାନ, ଦେଶପ୍ରେମର ଅପୂର୍ବ ପରିବେଶ

November 7, 2025

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର ର ୧୨୧ ବିଲିୟନ ଡଲାର ଉପରେ ମୁକେଶ ଆମ୍ବାନୀଙ୍କ ନଜର

November 7, 2025

ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.