Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଔପଚାରିକ ଭାବେ ବିଜେପିରେ ସାମିଲ୍‌ ହେଲେ ଏସ୍‌. ଜୟଶଙ୍କର
ଆଜିର ଖବର

ଔପଚାରିକ ଭାବେ ବିଜେପିରେ ସାମିଲ୍‌ ହେଲେ ଏସ୍‌. ଜୟଶଙ୍କର

June 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
s. jayashankar join in bjp
s. jayashankar join in bjp

ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ର ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଔପଚାରିକ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି । ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏସ୍‌. ଜୟଶଙ୍କର ସରକାରରେ ସାମିଲ୍‌ ହୋଇଛନ୍ତି । ଗତ ମେ ୩୦ ତାରିଖରେ ଅନ୍ୟ ସମସ୍ତ ମନ୍ତ୍ରୀମାନଙ୍କ ସହ ମନ୍ତ୍ରୀ ପଦର ଶପଥ ନେଇଥିଲେ ଏସ୍‌. ଜୟଶଙ୍କର । ବିଜେପି ତାଙ୍କୁ ଗୁଜୁରାଟ ରାଜ୍ୟସଭାରୁ ପ୍ରାର୍ଥୀ କରିବ । ଶପଥ ନେବାର ଛ’ମାସ ଭିତରେସଂସଦର ଯେକୌଣସି ଗୃହର ସଦସ୍ୟ ହେବା ଜରୁରୀ । ମୋଦିଙ୍କ ପ୍ରଥମ ଶାସନ କାଳରେ ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସ୍ବରାଜ ରହିଥିଲେ । ଚଳିତଥର ଲୋକସଭା ନିର୍ବାଚନ ନ ଲଢିବା ନେଇ ସୁଷମା ନିଷ୍ପତ୍ତି ନେଇଥିଲେ । ସୁଷମାଙ୍କ ସ୍ଥାନରେ ମୋଦି ଏସ୍‌. ଜୟଶଙ୍କରକୁ ବୈଦେଶିକ ମନ୍ତ୍ରୀ କରିଛନ୍ତି । ୬୪ ବର୍ଷୀୟ ଏସ୍‌. ଜୟଶଙ୍କର ୧୯୭୭ରେ ଭାରତୀୟ ବୈଦେଶିକ ସେବାରେ ସାମିଲ୍‌ ହୋଇଥିଲେ । ଏସ୍‌. ଶଙ୍କର ସଂଯୁକ୍ତ ରାଷ୍ଟ୍ର ଆମେରିକା, ଚୀନ, ଚେକ୍‌ ଗଣରାଜ୍ୟରେ ଭାରତୀୟ ରାଷ୍ଟ୍ରଦୂତ ଓ ସିଙ୍ଗାପୁରରେ ଉଚ୍ଚାୟୁକ୍ତ ରୂପେ କାର୍ଯ୍ୟ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.