
ଭୁବନେଶ୍ବର: ଆସିକା ଲୋକସଭାରେ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁଙ୍କଠାରୁ ୬୮ ହଜାର ୪୧୩ ଭୋଟ ଆଗରେ ଅଛନ୍ତି।
ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ…
୧- ଅନିତା ଶୁଭଦର୍ଶିନୀ, ବିଜେପି- ୩, ୭୩,୧୬୦
୨- ରଞ୍ଜିତା ସାହୁ, ବିଜେଡି- ୩, ୦୪,୭୪୭