Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇମରଜେନ୍ସିଙ୍କୁ ନେଇ ମୋଦି-ଶାହାଙ୍କୁ ଟାର୍ଗେଟ୍‌ କଲେ ଦିଦି
ଆଜିର ଖବର

ଇମରଜେନ୍ସିଙ୍କୁ ନେଇ ମୋଦି-ଶାହାଙ୍କୁ ଟାର୍ଗେଟ୍‌ କଲେ ଦିଦି

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇମରଜେନ୍ସିକୁ ୪୪ ବର୍ଷ ପୂରଣ ହେଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍‌ ଶାହା ଟୁଇଟ୍‌ କରି କଡା ପ୍ରତିକ୍ରିୟା ରଖିବା ସହ ଇଶାରା ଇଶାରାରେ କଂଗ୍ରେସ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ଜରିଆରେ ଇମରଜେନ୍ସିକୁ ମନେ ପକାଇବା ସହ ଏହି ବିରୋଧରେ ଲଢୁଥିବା ଲୋକଙ୍କୁ ସଲାମ କରିଥିବାବେଳେ ରାଜନୈତିକ ହିତ ପାଇଁ ଲୋକତନ୍ତ୍ରର ହତ୍ୟା କରାଯାଇଥିଲା ବୋଲି ଶାହା କହିଛନ୍ତି । ତେବେ ଇମରଜେନ୍ସିକୁ ନେଇ ଭିନ୍ନ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ । ମମତା ମୋଦି-ଶାହାଙ୍କୁ ନିଶାନା କରି କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ହେଲାଣି ଦେଶରେ ସୁପର ଇମରଜେନ୍ସି ଲାଗୁ ହୋଇଛି । ଆଜିର ଦିନ ଅର୍ଥାତ୍‌ ୨୫  ଜୁନ୍‌ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଇମରଜେନ୍ସିର ଘୋଷଣା କରିଥିଲେ । ଏହା ୧୯୭୭ ମସିହା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିଥିଲା । ବିଜେପି ଓ ଟିଏମ୍‌ସି ଏବେ ଦୁହେଁ ଦୁହିଁଙ୍କର ଘୋର ବିରୋଧୀ ହୋଇଛନ୍ତି । ମମତା ବାନାର୍ଜୀ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ୍‌, ସିବିଆଇ ପରି ସାମ୍ବିଧାନିକ ସଂସ୍ଥା ଉପରେ ଦୁରୁପଯୋଗର ଆରୋପ ଲଗାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଂଲଣ୍ଡକୁ ପରାସ୍ତ କରିବା ପାଇଁ ଭାରତକୁ କେତେ ରନ ଆବଶ୍ୟକ?: ଦେଖନ୍ତୁ ପରିସଂଖ୍ୟାନ

March 5, 2026

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

March 5, 2026

ଜନଗଣନା-୨୦୨୭ ପାଇଁ ‘ପ୍ରଗତି’ ଏବଂ ‘ବିକାଶ’ ମାସ୍କଟ୍‌ର ଶୁଭାରମ୍ଭ କଲେ ଅମିତ ଶାହ

March 5, 2026

ଆମେରିକା ଇରାନ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଇରାନ ଓ ଓମାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ହେଲେ କଥା

March 5, 2026
Latest News

ଇଂଲଣ୍ଡକୁ ପରାସ୍ତ କରିବା ପାଇଁ ଭାରତକୁ କେତେ ରନ ଆବଶ୍ୟକ?: ଦେଖନ୍ତୁ ପରିସଂଖ୍ୟାନ

March 5, 2026

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

March 5, 2026

ଜନଗଣନା-୨୦୨୭ ପାଇଁ ‘ପ୍ରଗତି’ ଏବଂ ‘ବିକାଶ’ ମାସ୍କଟ୍‌ର ଶୁଭାରମ୍ଭ କଲେ ଅମିତ ଶାହ

March 5, 2026

ଆମେରିକା ଇରାନ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଇରାନ ଓ ଓମାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ହେଲେ କଥା

March 5, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.