
ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୋଟଣିଶିଳା ଗାଁରେ ମହିଳାଙ୍କୁ ଗଳାକଟି ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ନମିତା ବେହୁରା। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ହତ୍ୟା କରିଥିବା ସନ୍ଦେହରେ ସାନ ଜ୍ୱାଇଁ ଶରତ ସ୍ୱାଇଁଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି।
Tags: ଗଳା କାଟି ହତ୍ୟା, ରଣପୁର