ମଣିପୁରର ଆଶ୍ଚର୍ଯ୍ୟଜନକ ଖବର, ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ କଲେ ଉଗ୍ରବାଦୀ

Published: Jun 10, 2024, 1:41 pm IST

ନୂଆଦିଲ୍ଲୀ: ମଣିପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସନ୍ଦିଗ୍ଧ ମାଓବାଦୀମାନେ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସୁରକ୍ଷା ବାହାନ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ପୋଲିସ କହିଛି ଯେ, ଜିରିବାମ ଜିଲ୍ଲାରେ ପ୍ରବଳ ଉତ୍ତେଜନା ଲାଗିରହିଥିବାରୁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ସେଠାକୁ ଯାଉଥିଲେ, କିନ୍ତୁ ହଠାତ୍ ମାଓବାଦୀମାନଙ୍କ ଦ୍ଵାରା ଗୁଳି ଚାଲିଥିଲା। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

Related posts