Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂସଦ ଭାବେ ଶପଥ ନେଲେ ନୁସରତ୍‌ ଓ ମିମି
ଆଜିର ଖବର

ସାଂସଦ ଭାବେ ଶପଥ ନେଲେ ନୁସରତ୍‌ ଓ ମିମି

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁ ଓ ମିମି ଚକ୍ରବର୍ତ୍ତୀ ଆଜି ଲୋକସଭାରେ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି ଶପଥ ନେଇପାରି ନଥିଲେ। ନୁସରତ ନିଜର ବାହାଘର ପାଇଁ ତୁର୍କୀ ଯାଇଥିବାରୁ ଶପଥ ନେଇପାରି ନଥିଲେ। ଉଭୟ ଶପଥ ନେଇପାରି ନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ବାଚସ୍ପତି ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉଭୟ ପଦ ଓ ଗୋପନୀୟତାର ଶପଥ ନେବା ପରେ ବନ୍ଦେ ମାତରମ, ଜୟ ହିନ୍ଦ ଓ ଜୟ ବେଙ୍ଗଲ ନାରା ଦେଇଥିଲେ। ନୁସରତ୍‌ ପାରମ୍ପରିକ ବେଶ୍‌ଭୂଷାରେ ବେଶ୍‌ ଆକର୍ଷଣୀୟା ଲାଗୁଥିଲେ । ଶପଥ ନେବା ପରେ ବାଚସ୍ପତି ଓମ୍‌ ବିର୍ଲାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଛନ୍ତି । ନୁସରତ୍‌ ୧୯ ଜୁନ୍‌ରେ ବ୍ୟବସାୟୀ ନିଖିଲ୍‌ ଜୈନ୍‌ଙ୍କୁ ବିବାହ କରିଛନ୍ତି । ପଶ୍ଚିମବଙ୍ଗ ବରିସାତ୍‌ ଆସନରୁ ନୁସରତ୍‌ ବିଜୟୀ ହୋଇଥିବାବେଳେ ମିମି ଯାଧବପୁର ଆସନରୁ ବିଜୟୀ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବରେ AAP ନେତାଙ୍କୁ ଗୁଳି: ନିକଟତର ସହଯୋଗୀଙ୍କ ମୃତ୍ୟୁ

August 30, 2026

ଇସ୍ତଫା ଦେଲେ IAS ଦିବ୍ୟା ମିତ୍ତଲ: ସୋସିଆଲ ମିଡିଆରେ ଲେଖିଲେ ଭାବପ୍ରବଣ ପୋଷ୍ଟ

August 30, 2026

କ୍ରୀଡ଼ା ବା ଯୋଗ ଦୈନିକ ପ୍ରଧାନ କର୍ମ ହେବା ଉଚିତ୍: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ

August 30, 2026

ସେପ୍ଟେମ୍ବର ୫ ରୁ ‘୩୨ତମ ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ ଫେଷ୍ଟିଭାଲ-୨୦୨୬’

August 30, 2026
Latest News

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026

ପଞ୍ଜାବରେ AAP ନେତାଙ୍କୁ ଗୁଳି: ନିକଟତର ସହଯୋଗୀଙ୍କ ମୃତ୍ୟୁ

August 30, 2026

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026

ଇସ୍ତଫା ଦେଲେ IAS ଦିବ୍ୟା ମିତ୍ତଲ: ସୋସିଆଲ ମିଡିଆରେ ଲେଖିଲେ ଭାବପ୍ରବଣ ପୋଷ୍ଟ

August 30, 2026

କ୍ରୀଡ଼ା ବା ଯୋଗ ଦୈନିକ ପ୍ରଧାନ କର୍ମ ହେବା ଉଚିତ୍: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.