Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଆମେରିକୀୟ ସହର ଭାବରେ ଇ ସିଗାରେଟ୍‌ ନିଷିଦ୍ଧ କଲା ସାନ୍‌ଫ୍ରାନ୍‌ସିସ୍‌କୋ
ଆଜିର ଖବର

ପ୍ରଥମ ଆମେରିକୀୟ ସହର ଭାବରେ ଇ ସିଗାରେଟ୍‌ ନିଷିଦ୍ଧ କଲା ସାନ୍‌ଫ୍ରାନ୍‌ସିସ୍‌କୋ

June 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରଥମ ଆମେରିକୀୟ ସହର ଭାବରେ ସାନ୍‌ଫ୍ରାନ୍‌ସସିସ୍‌କୋ ଇ ସିଗାରେଟ୍‌ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛି। ମଙ୍ଗଳବାର ସାନ୍‌ଫ୍ରାନସିସ୍‌କୋର ପର୍ଯ୍ୟବେକ୍ଷକ ଦଳ ଏହି ନିଷ୍ପତ୍ତି ନେଇଛନ୍ତି। ବିଧାୟକ ଦଳର ସମସ୍ତ ସଦସ୍ୟ ଇ ବସିଗାରେଟ୍‌ର ବ୍ୟବହାର ବିପକ୍ଷରେ ଭୋଟ ପ୍ରଦାନ କରିଥିଲେ। ସାନ୍‌ଫ୍ରାନସିସ୍‌କୋର ମେୟର ଲଣ୍ଡନ ବ୍ରିଡ୍‌ ଆସନ୍ତା ୧୦ ଦିନ ମଧ୍ୟରେ ଏହି ନିୟମକୁ ପ୍ରଣୟନ କରିବା ନେଇ ସୂଚନା ଦେଇଛନ୍ତି। ୧୦ ଦିନ ମଧ୍ୟରେ ଅଧ୍ୟାଦେଶ ଏବଂ ୬ ମାସ ମଧ୍ୟରେ ଏହା ନେଇ ବିଲ୍‌ ପ୍ରଣୟନ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର ଲଣ୍ଡନ ବ୍ରିଡ୍‌। ଇ ସିଗାରେଟ୍‌ ଏବଂ ନିକୋଟିନ୍‌ ପ୍ରଭାବରୁ ସହରର ଆଗାମୀ ପିଢିକୁ ରକ୍ଷା କରିବାର ସର୍ବଶ୍ରେଷ୍ଠ ଉପାୟ ବୋଲି ସହରର ଆଟର୍ଣ୍ଣି ଡେନିସ୍‌ ହେରେରା ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.