Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଡକ୍ଟର୍ସ ଡେ’ରେ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

‘ଡକ୍ଟର୍ସ ଡେ’ରେ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

July 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଡକ୍ଟର୍ସ ଡେ’ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିବଦ୍ଧ  ଏଥିସହ ଡାକ୍ତରମାନେ କିପରି ଉପଯୁକ୍ତ ସମ୍ମାନ ପାଇବେ ତାହା ମଧ୍ୟ ସରକାର ନିଶ୍ଚିତ କରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଡାକ୍ତର ଦିବସରେ ଶୁଭେଚ୍ଛା। ଆମର ସ୍ୱାସ୍ଥ୍ୟସେବା ହିରୋମାନଙ୍କର ଅବିଶ୍ୱାସନୀୟ ଉତ୍ସର୍ଗୀକୃତ ଏବଂ କରୁଣାକୁ ସମ୍ମାନିତ କରିବାର ଏହା ଏକ ଦିନ। ସେମାନେ ଚମତ୍କାର କୌଶଳ ସହ ସବୁଠାରୁ ଜଟିଳ ଆହ୍ୱାନଗୁଡିକର ପରିଚାଳନା କରିପାରିବେ। ଆମ ସରକାର ଭାରତର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଡାକ୍ତରମାନେ ପାଇବାକୁ ହକ୍‌ଦାର ଥିବା ସମ୍ମାନ ସେମାନଙ୍କୁ କିପରି ଦିଆଯିବ ତାହା ନିଶ୍ଚିତ କରିବାକୁ ପ୍ରତିବଦ୍ଧ।”

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଆରମ୍ଭ ହେବ ପ୍ରେମର ତୃତୀୟ ଅଧ୍ୟାୟ

February 11, 2026

ଅପରେସନ ସିନ୍ଦୂର ବିଷୟରେ ବାୟୁସେନା ଉପାଧ୍ୟକ୍ଷଙ୍କ ବଡ଼ ଖୁଲାସା: ଜାଣନ୍ତୁ କ’ଣ କହିଲେ ଏୟାର ମାର୍ଶାଲ?

February 11, 2026

ଚାଷୀଙ୍କ ଋଣ ଛାଡ, ଲକ୍ଷପତି ଦିଦିଙ୍କ ପାଇଁ ମଧ୍ୟ ବଡ଼ ଉପହାର: ରାଜସ୍ଥାନ ବଜେଟ୍ ର ବଡ ଘୋଷଣା

February 11, 2026

“ଦେଶକୁ ବିକ୍ରି କରିଦେଲ, ତୁମକୁ ଲଜ୍ଜା ଲାଗୁନାହିଁ?” ଲୋକସଭାରେ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

February 11, 2026
Latest News

ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଆରମ୍ଭ ହେବ ପ୍ରେମର ତୃତୀୟ ଅଧ୍ୟାୟ

February 11, 2026

ଅପରେସନ ସିନ୍ଦୂର ବିଷୟରେ ବାୟୁସେନା ଉପାଧ୍ୟକ୍ଷଙ୍କ ବଡ଼ ଖୁଲାସା: ଜାଣନ୍ତୁ କ’ଣ କହିଲେ ଏୟାର ମାର୍ଶାଲ?

February 11, 2026

ଚାଷୀଙ୍କ ଋଣ ଛାଡ, ଲକ୍ଷପତି ଦିଦିଙ୍କ ପାଇଁ ମଧ୍ୟ ବଡ଼ ଉପହାର: ରାଜସ୍ଥାନ ବଜେଟ୍ ର ବଡ ଘୋଷଣା

February 11, 2026

“ଦେଶକୁ ବିକ୍ରି କରିଦେଲ, ତୁମକୁ ଲଜ୍ଜା ଲାଗୁନାହିଁ?” ଲୋକସଭାରେ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

February 11, 2026

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.