Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ବଡ ଉପହାର! ଉପ-ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଘୋଷଣା
ଆଜିର ଖବର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ବଡ ଉପହାର! ଉପ-ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଘୋଷଣା

July 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ମଅଜିତ ପାୱାର
ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ମହାୟୁତୀ ସରକାର ଏହାର ନିର୍ବାଚନ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର ରବିବାର ଦିନ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ଆୟ ମହିଳା ଏବଂ ବାଳିକାଙ୍କୁ ତିନିଟି ଏଲପିଜି ସିଲିଣ୍ଡର ପାଇଁ ଟଙ୍କା ପ୍ରଦାନ କରିବେ।

ଡେପୁଟି ସିଏମ୍ ଅଜିତ ପାୱାର ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାମତୀରେ ଏକ ଜନସମାବେଶକୁ ସମ୍ବୋଧିତ କରୁଥିବାବେଳେ ଏହି ଘୋଷଣା କରିଛନ୍ତି। ଡେପୁଟି ସିଏମ୍ କହିଛନ୍ତି ଯେ, “ଆମେ ଲାଡଲି ବେହାନ ଯୋଜନା ପର୍ଯ୍ୟନ୍ତ ଅଟକି ନାହୁଁ। ଆମେ ଆମର ସମସ୍ତ ଭଉଣୀ, ମା ଏବଂ ଝିଅ, ଯାହାଙ୍କର ବର୍ଷକୁ ୨.୫ ଲକ୍ଷ ଟଙ୍କା କମ୍ ଆୟ ଥିବ, ସେମାନଙ୍କୂ ଏକ ବର୍ଷରେ ତିନିଟି ଏଲପିଜି ଗ୍ୟାସ୍ ସିଲିଣ୍ଡର ପାଇଁ ଟଙ୍କା ମଧ୍ୟ ଦେବୁ।”

ସେ କହିଛନ୍ତି ଯେ, “ଆମ ଭଉଣୀ, ମା ଏବଂ ଝିଅମାନେ ଲାଡଲି ବହନ ଯୋଜନା ଅଧୀନରେ ୪୬ ହଜାର କୋଟି ଏବଂ ରାଜ୍ୟର ବିଭିନ୍ନ ଯୋଜନା ଅଧୀନରେ ପ୍ରତିବର୍ଷ ୬୫ ହଜାର କୋଟି ଟଙ୍କା ପାଇବେ। ଅନେକ ରାଜ୍ୟରେ ଏତେ ବଜେଟ୍ ମଧ୍ୟ ନାହିଁ। ଆମର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସଶକ୍ତିକରଣ କରିବା। ଯାହାଫଳରେ ସେମାନେ ଆତ୍ମନିର୍ଭରଶୀଳ ଅନୁଭବ କରିବେ ଏବଂ କାହା ଉପରେ ନିର୍ଭର କରିବେ ନାହିଁ।

ajit pawar Maharashtra Assembly Elections Maharashtra News Mahayuti
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ୬ ଫେବୃୟାରୀ ଶୁକ୍ରବାରରେ ଏହି ରାଶିଗୁଡିକର ରହିଛି ରାଜାଯୋଗ, ଚମକିବ ଭାଗ୍ୟ

February 6, 2026

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026
Latest News

ରାଶିଫଳ: ଆଜି ୬ ଫେବୃୟାରୀ ଶୁକ୍ରବାରରେ ଏହି ରାଶିଗୁଡିକର ରହିଛି ରାଜାଯୋଗ, ଚମକିବ ଭାଗ୍ୟ

February 6, 2026

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.