Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Ratna Bhandar: ପୁଣି ଖୋଲିବ ରତ୍ନ ଭଣ୍ଡାର, ନିର୍ଦ୍ଧାରିତ ହେଲା ତାରିଖ ଏବଂ ସମୟ
ଆଜିର ଖବର

Ratna Bhandar: ପୁଣି ଖୋଲିବ ରତ୍ନ ଭଣ୍ଡାର, ନିର୍ଦ୍ଧାରିତ ହେଲା ତାରିଖ ଏବଂ ସମୟ

July 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
Ratna Bhandar

Ratna Bhandar: ପୁଣି ଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ ଆସନ୍ତା 18 ତାରିଖ ଗୁରୁବାର ଦିନ ରତ୍ନ ଭଣ୍ଡାର ଖୋଲାଯିବ। ସେଥିପାଇଁ ଏକ ଶୁଭ ମୂହୁର୍ତ୍ତ ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ତାହା ହେଲା ଗୁରୁବାର ଦିନ ସକାଳ 9 ଟା 52 ରୁ 12ଟା 15 ପର୍ଯ୍ୟନ୍ତ ରହିଛି।

ଏହି ସମୟ ମଧ୍ୟରେ ପୂର୍ବରୁ ଯେଉଁ କମିଟ ରତ୍ନ ଭଣ୍ଡାରକୁ ଯାଇଥିଲେ ସେମାନେ ହିଁ ଗୁରୁବାର ଦିନ ଭିତର ରତ୍ନ ଭଣ୍ଡାରକୁ ଯିବେ। ସେମାନେ ଭିତର ରତ୍ନ ଭଣ୍ଡାରରେ ଥିବା ସିନ୍ଧୁକ ଏବଂ ଆଲମିରାରେ ଥିବା ସମସ୍ତ ଅଳଙ୍କାର ସେହିପରି ଅସ୍ଥାୟୀ ସ୍ଥାନରେ ରଖାଯିବ। ସମସ୍ତ ଅଳଙ୍କାର ଭିତର ରତ୍ନ ଭଣ୍ଡାରରୁ ଆସିବା ପରେ ତାହାର ମରାମତି ପାଇଁ ଏଏସଆଇଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

ସେହିଦିନ ରଥ ଉପରେ ଅଧରପଣା ନୀତି ରହିଛି। ତେବେ ଶ୍ରୀମନ୍ଦିର ଭିତରକୁ ସେଦିନ ଯିବାକୁ ବାରଣ କରାଯିବ। ଅନ୍ୟପକ୍ଷରେ ଯେଉଁ କମିଟ ସଦସ୍ୟମାନେ ରତ୍ନଭଣ୍ଡାର ତଦାରଖ କରିବା ପାଇଁ ଯିବେ ସେମାନେ କୌଣସି ସୁନା କିମ୍ବା ଧାତୁ ଜିନିଷ ପିନ୍ଧି ଯାଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

RathYatra2024 Ratna Bhandar ଭିତର ରତ୍ନ ଭଣ୍ଡାର ରତ୍ନ ଭଣ୍ଡାର ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜନୀତିରେ ଯୋଗଦେବେ କି ସୋନାକ୍ଷୀ ସିହ୍ନା?: ସ୍ପଷ୍ଟ କଲେ ପିତା ଶତ୍ରୁଘ୍ନ ସିହ୍ନା

August 18, 2026

ଫାଶୀଦଣ୍ଡର ବିକଳ୍ପ ପଦ୍ଧତିକୁ ଖାରଜ କଲେ ସୁପ୍ରିମ କୋର୍ଟ: କେନ୍ଦ୍ରକୁ ଦେଲେ ଏହି ପରାମର୍ଶ

August 18, 2026

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

August 18, 2026

ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏହି ‘ବିଶ୍ୱ ରେକର୍ଡ’: ୧୦୦ ବର୍ଷ ପରେ ମଧ୍ୟ ଭାଙ୍ଗିବା କଷ୍ଟ

August 18, 2026
Latest News

ରାଜନୀତିରେ ଯୋଗଦେବେ କି ସୋନାକ୍ଷୀ ସିହ୍ନା?: ସ୍ପଷ୍ଟ କଲେ ପିତା ଶତ୍ରୁଘ୍ନ ସିହ୍ନା

August 18, 2026

ଫାଶୀଦଣ୍ଡର ବିକଳ୍ପ ପଦ୍ଧତିକୁ ଖାରଜ କଲେ ସୁପ୍ରିମ କୋର୍ଟ: କେନ୍ଦ୍ରକୁ ଦେଲେ ଏହି ପରାମର୍ଶ

August 18, 2026

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

August 18, 2026

ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏହି ‘ବିଶ୍ୱ ରେକର୍ଡ’: ୧୦୦ ବର୍ଷ ପରେ ମଧ୍ୟ ଭାଙ୍ଗିବା କଷ୍ଟ

August 18, 2026

ପୁଣି ଚର୍ଚ୍ଚାରେ କଂଗ୍ରେସ: ଗୋଆ ବୈଠକରେ ଗାନ କଲେ ଅସମ୍ପୂର୍ଣ୍ଣ ବନ୍ଦେ ମାତରମ୍

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.