Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର କପିରେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର କପିରେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ

July 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ଆର ବାଲସୁବ୍ରମନିଅମଙ୍କୁ ଭେଟିବା ସହିତ ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର ଏକ କପିରେ ଦସ୍ତଖତ କରିଛନ୍ତି। ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଯାତ୍ରା ବର୍ଣ୍ଣିତ ହେବା ସହ ପାଶ୍ଚାତ୍ୟ ଓ ଭାରତୀୟ ଦୃଷ୍ଟିକୋଣରୁ ଏହାର ସମୀକ୍ଷା କରାଯାଇଛି। ଏଥିସହ ଏହାର ମିଳନ କିପରି ଜଣଙ୍କ ପାଇଁ ଜନସେବାର ରୋଡମ୍ୟାପ୍ ତିଆରି କରୁଛି ତାହା ମଧ୍ୟ ଉଲ୍ଳେଖ ରହିଛି।

ଡ. ଆର ବାଲସୁବ୍ରମନିଅମ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ଡ. ଆର ବାଲସୁବ୍ରମନିଅମଙ୍କୁ ଭେଟିବା ଆଜି ଏକ ଆନନ୍ଦର କଥା। ତାଙ୍କ ପୁସ୍ତକର ଏକ କପିରେ ମଧ୍ୟ ଦସ୍ତଖତ କରିଛି। ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ମୋର ବହୁତ ଶୁଭେଚ୍ଛା”।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୪ଟି ଜିଲ୍ଲାରେ ସ୍କୁଲ ଛୁଟି

September 22, 2026

ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

September 22, 2026

ଗୋପାଳପୁରରୁ ୨୫୦ କିମି ଦୂରରେ ଅବପାତ

September 22, 2026

UPI ଶୁଳ୍କକୁ ନେଇ ମୋବାଇଲ୍ ବ୍ୟବସାୟୀଙ୍କ ଚିନ୍ତା, ସରକାରଙ୍କୁ ଚିଠି ଲେଖିଲା AIMRA

September 22, 2026
Latest News

ଆଜି ୪ଟି ଜିଲ୍ଲାରେ ସ୍କୁଲ ଛୁଟି

September 22, 2026

ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

September 22, 2026

ଗୋପାଳପୁରରୁ ୨୫୦ କିମି ଦୂରରେ ଅବପାତ

September 22, 2026

UPI ଶୁଳ୍କକୁ ନେଇ ମୋବାଇଲ୍ ବ୍ୟବସାୟୀଙ୍କ ଚିନ୍ତା, ସରକାରଙ୍କୁ ଚିଠି ଲେଖିଲା AIMRA

September 22, 2026

ପାଣି ମେଟେକାରୁ ଜୀବିକା: ଆସାମର ମହିଳା ଏସଏଚଜିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.