Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀର୍ଘ ୪ ମାସ ପରେ ମଧ୍ୟ ନିର୍ବାଚନ ଦାୟିତ୍ଵରେ ଥିବା ଶିକ୍ଷକମାନଙ୍କୁ ଟିଏ ଡିଏ ମିଳିନଥିବା ଅଭିଯୋଗ
ଆଜିର ଖବର

ଦୀର୍ଘ ୪ ମାସ ପରେ ମଧ୍ୟ ନିର୍ବାଚନ ଦାୟିତ୍ଵରେ ଥିବା ଶିକ୍ଷକମାନଙ୍କୁ ଟିଏ ଡିଏ ମିଳିନଥିବା ଅଭିଯୋଗ

July 31, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗତ ସାଧାରଣ ନିର୍ବାଚନ-୨୦୨୪ ମଇ ଆଉ ଜୁନ ମାସରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବହୁତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା। ମତଦାନ ଦାୟିତ୍ଵ ପୂର୍ବରୁ ୨ କିମ୍ୱା ୩ ଦିନ ନିର୍ବାଚନ ପ୍ରଶିକ୍ଷଣ ପାଇଁ ଶିକ୍ଷକ ମାନେ ନିଜ ବିଦ୍ୟାଳୟ ଠାରୁ ସ୍ଥିରୀକୃତ ସ୍ଥାନକୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଯାଇ ପ୍ରଶିକ୍ଷଣ ନେଇଥିଲେ।

ଏହିସବୁ ଦାୟିତ୍ଵ ବେଳେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ନିର୍ବାଚନ ସମାପ୍ତିରେ ଅର୍ଥ ବିଭାଗ ଓ ଗୃହ (ନିର୍ବାଚନ ବିଭାଗର) ଚିଠି ଓ ନିର୍ଦ୍ଦେଶ ଅନୁଯାଇ ନିର୍ବାଚନ ଦାୟିତ୍ଵ କରିଥିବା କର୍ମଚାରୀ ମାନଙ୍କୁ ନିର୍ଦ୍ଧାରିତ TA/DA ପ୍ରଦାନ କରିବା ନିମନ୍ତେ DDO ମାନଙ୍କୁ ଜଣାଯାଇଥିଲା।

ଓଡିଶା ସରକାରଙ୍କ ଅଧୀନରେ ଥିବା ପ୍ରାୟ ସବୁ ବିଭାଗର କର୍ମଚାରୀ ମାନେ ଏହି ପାଉଣା ପାଇସାରି ଥିବା ବେଳେ, ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ କିନ୍ତୁ ଏଥିରୁ ବଞ୍ଚିତ ହେଉଛନ୍ତି। ସେମାନେ ବାରମ୍ବାର ଜିଲ୍ଲାଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଯୋଗାଯୋଗ କରି ମଧ୍ୟ ବିଫଳ ହୋଇ ନିରାଶ ହେଉଛନ୍ତି। କିନ୍ତୁ ସମ ବିଭାଗରେ ଚାକିରି କରି କିଛି DDO ସ୍କୁଲ ଏବଂ କିଛି ଜିଲ୍ଲା ଶିକ୍ଷା ଅଧିକାରୀନଙ୍କ ଅଧିନରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି TA/DA ପାଇ ସାରିଲେଣି।

ତେଣୁ ନିର୍ବାଚନ ଡିଉଟି କରିଥିବା ସମସ୍ତ ଶିକ୍ଷକ ଶିକ୍ଷକୟାତ୍ରୀମାନେ କିପରି ତାଙ୍କର ପାଉଣା ଯଥାଶୀଘ୍ର ପାଇବା ପାଇଁ ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘର ନେତା ପ୍ରଦୀପ୍ତ କୁମାର ପ୍ରଧାନ, ଅମରେନ୍ଦ୍ର ସ୍ୱାଇଁ, ବିଶ୍ୱଜିତ ବିଶ୍ୱାଳ, ପଞ୍ଚାନନ ଜେନା, ଚନ୍ଦକାନ୍ତ ପଣ୍ଡା, ନିରୋଦ ରଥ, ଗିରିଜା ଶଙ୍କର କୁଣ୍ଡ, ପ୍ରବୀର ମୋହନ ପଣ୍ଡା ଆଦି ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନା କରିଛନ୍ତି।

da election 2024 ta
Share. Facebook Twitter LinkedIn Email WhatsApp Copy Link

Related Posts

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026

ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

February 26, 2026
Latest News

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026

ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.