Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁସ୍ତିରୁ ଅବସର ନେଲେ ବିନେଶ ଫୋଗାଟ
ଆଜିର ଖବର

କୁସ୍ତିରୁ ଅବସର ନେଲେ ବିନେଶ ଫୋଗାଟ

August 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ
ଅବସର ନିଷ୍ପତ୍ତି ପ୍ରତ୍ୟାହାର କଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ: ଖେଳିବେ ୨୦୨୮ ଅଲିମ୍ପିକ୍ସ!

ନୂଆଦିଲ୍ଲୀ: ଭାରତୀୟ ମହିଳା ରେସଲର ବିନେଶ ଫୋଗାଟ ଆଜି ରେସଲିଂରୁ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦେଶର ସ୍ୱପ୍ନ ଏବଂ ତାଙ୍କର ସାହସ ଭାଙ୍ଗି ଯାଇଛି। ତାଙ୍କର ପାଖରେ ଆଉ ଅଧିକ ଶକ୍ତି ନାହିଁ। ପ୍ୟାରିସ ଅଲିମ୍ପିକ୍ସରୁ ଅଅଯୋଗ୍ୟ ହେବା ପରେ ବିନେଶ ଫୋଗାଟ ବହୁତ ନିରଶ ହୋଇଛନ୍ତି। ଓଜନ ବୃଦ୍ଧି ପରେ ତାଙ୍କୁ ବୁଧବାର ଅଲିମ୍ପିକ୍ସର ଫାଇନାଲ ମ୍ୟାଚରୁ ଅଯୋଗ୍ୟ କରାଯାଇଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିନେଶ ଫୋଗାଟ ଲେଖିଛନ୍ତି ଯେ, ”ମାଁ ମୋଠାରୁ କୁସ୍ତି ଜିତିଗଲା, ମୁଁ ହାରିଗଲି, କ୍ଷମା କରିବ, ଆପଣଙ୍କ ସ୍ଵପ୍ନ, ମୋ ସାହସ ଭାଙ୍ଗି ଗଲା। ବିଦାୟ କୁସ୍ତି ୨୦୦୧-୨୦୨୪। ଆପଣ ସମସ୍ତଙ୍କ ପାଖରେ ଋଣୀ ରହିବି।” ସ୍ୱର୍ଣ୍ଣ ପଦକ ପ୍ରତିଯୋଗିତାର କିଛି ଘଣ୍ଟା ପୂର୍ବରୁ ବୁଧବାର ସକାଳେ ଓଜନ ପରୀକ୍ଷାରେ ବିଫଳ ହୋଇଥିବାରୁ ବିନେଶ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଭାରତୀୟ ମହିଳା ରେସଲରଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିଲା।

olympics Paris Olympics VINESH PHOGAT
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନୂଆବର୍ଷ, କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ବିସ୍ତୃତ ରାଶିଫଳ

January 1, 2026

ଆତଙ୍କବାଦୀ ମହମ୍ମଦ କାମରୁଜ୍ ଜମାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ

December 31, 2025

ଡ୍ରଗ୍ସ କାରବାରର ପର୍ଦ୍ଦାଫାସ, ପ୍ରାୟ ୧୦ କୋଟି ମୂଲ୍ୟର ହେରୋଇନ୍ ଜବତ

December 31, 2025

ନୂଆ ବର୍ଷରେ ନୂଆ ରେକର୍ଡ, ଗୋଟିଏ ଦିନରେ ମୁକ୍ତିଲାଭ କଲା ୧୫ଟି ମ୍ୟୁଜିକ୍ ଭିଡିଓ

December 31, 2025
Latest News

ଆଜି ନୂଆବର୍ଷ, କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ବିସ୍ତୃତ ରାଶିଫଳ

January 1, 2026

ଆତଙ୍କବାଦୀ ମହମ୍ମଦ କାମରୁଜ୍ ଜମାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ

December 31, 2025

ଡ୍ରଗ୍ସ କାରବାରର ପର୍ଦ୍ଦାଫାସ, ପ୍ରାୟ ୧୦ କୋଟି ମୂଲ୍ୟର ହେରୋଇନ୍ ଜବତ

December 31, 2025

ନୂଆ ବର୍ଷରେ ନୂଆ ରେକର୍ଡ, ଗୋଟିଏ ଦିନରେ ମୁକ୍ତିଲାଭ କଲା ୧୫ଟି ମ୍ୟୁଜିକ୍ ଭିଡିଓ

December 31, 2025

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.