ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏସ/ଏସଟି ସାଂସଦଙ୍କ ଏକ ପ୍ରତିନିଧି ଦଳକୁ ଭେଟିବା ସହ ଏସ/ଏସଟି ସମ୍ପ୍ରଦାୟକୁ ସଶକ୍ତ କରିବା ସହ ସେମାନଙ୍କ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
ଶ୍ରୀ ମୋଦୀ ଏକ ଏକ୍ସ ପୋଷ୍ଟରେ ଲେଖିଛନ୍ତି:
“ଆଜି ଏସ/ଏସଟି ସାଂସଦଙ୍କ ଏକ ପ୍ରତିନିଧି ଦଳକୁ ଭେଟିଲି। ଏସ/ଏସଟି ସମ୍ପ୍ରଦାୟର ସଶକ୍ତିକରଣ ଏବଂ କଲ୍ୟାଣ ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇଲି।”
Tags: ଏସ/ଏସଟି ସାଂସଦ, ନରେନ୍ଦ୍ର ମୋଦୀ