Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ୧୦୯ ହାଇ ୟଲ୍ଡିଂ, ପରିବେଶ ଅନୁକୂଳ ଏବଂ ପୋଷକତତ୍ତ୍ୱ ଥିବା ଶସ୍ୟର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜି ୧୦୯ ହାଇ ୟଲ୍ଡିଂ, ପରିବେଶ ଅନୁକୂଳ ଏବଂ ପୋଷକତତ୍ତ୍ୱ ଥିବା ଶସ୍ୟର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୧୦୯ ହାଇ ୟଲ୍ଡିଂ, ପରିବେଶ ଅନୁକୂଳ ଏବଂ ପୋଷକତତ୍ତ୍ୱ ଥିବା ଶସ୍ୟର ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଓ ଗବେଷକମାନଙ୍କ ସହ ମଧ୍ୟ ଭାବ ବିନିମୟ କରିବେ।

ପ୍ରଧାନମନ୍ତ୍ରୀ ୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କରିବେ ଯାହା ମଧ୍ୟରେ ୩୪ କ୍ଷେତ୍ର ଫସଲ ଏବଂ ୨୭ଟି ଉଦ୍ୟାନ ଫସଲ ରହିଛି। କ୍ଷେତ୍ର ଫସଲ ମଧ୍ୟରେ ବାଜରା, ଗୋଖାଦ୍ୟ ଫସଲ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ଆଖୁ, କପା, ତନ୍ତୁ ଏବଂ ଅନ୍ୟାନ୍ୟ ସମ୍ଭାବିତ ଫସଲ ଭଳି ଡାଲି ଜାତୀୟ ଫସଲ ଉନ୍ମୋଚନ ହେବ । ଉଦ୍ୟାନ ଶସ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ, ଆଳୁ ଜାତୀୟ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ଉନ୍ମୋଚନ ହେବ।

ପ୍ରଧାନମନ୍ତ୍ରୀ ସର୍ବଦା ପୁଷ୍ଟିକର ଚାଷ ଏବଂ ପରିବେଶ ଅନୁକୂଳ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରି ଆସିଛନ୍ତି। ସେ ମଧ୍ୟ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି ଭଳି ସରକାରୀ ଯୋଜନା ସହ ସମ୍ପର୍କ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ବିଶିଷ୍ଟ ଶସ୍ୟକୁ ଗୁରୁତ୍ୱ ଦେଇଛନ୍ତି ଯାହାକି ଭାରତକୁ କୁପୋଷଣରୁ ମୁକ୍ତ କରିବ। ଏହି ପଦକ୍ଷେପ କୃଷକମାନଙ୍କର ଆୟ ବଢ଼ାଇବା ସହ ସେମାନଙ୍କ ପାଇଁ ଔଦ୍ୟୋଗିକତାର ନୂତନ କ୍ଷେତ୍ର ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ୧୦ ହାଇୟଲ୍ଡିଂ ଶସ୍ୟର ଉନ୍ମୋଚନ ଏ ଦିଗରେ ଆଉ ଏକ ପଦକ୍ଷେପ।

ନରେନ୍ଦ୍ର ମୋଦୀ ପରିବେଶ ଅନୁକୂଳ ପୋଷକତତ୍ତ୍ୱ ହାଇ ୟଲ୍ଡିଂ
Share. Facebook Twitter LinkedIn Email WhatsApp Copy Link

Related Posts

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026
Latest News

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.