Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁ କାଶ୍ମୀରରେ ତିନିଟି ଏବଂ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ
ଆଜିର ଖବର

ଜମ୍ମୁ କାଶ୍ମୀରରେ ତିନିଟି ଏବଂ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ

August 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜୀବ କୁମାର କହିଛନ୍ତି ଯେ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ନିର୍ବାଚନ ଛୋଟ ହେବ ଏବଂ ଜାମ୍ମୁ କାଶ୍ମୀରରେ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ ତାରିଖ ଏବଂ ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୧ ତାରିଖ ରେ ଅନୁଷ୍ଠିତ ହେବ। ଏହାର ଫଳାଫଳ ଅକ୍ଟୋବର ୪ ତାରିଖରେ ଆସିବ।

ସେହିଭଳି ହରିୟାଣାରେ କେବଳ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ ଯାହା ଅକ୍ଟୋବର ୧ ତାରିଖରେ ହେବ ଏବଂ ଫଳାଫଳ ଅକ୍ଟୋବର ୪ ତାରିଖରେ ଘୋଷଣା କରାଯିବ। ଏନେଇ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ସୂଚନା ଦେଇଛନ୍ତି।

Assembly Election 2024 eci election commision haryana jammu kashmir
Share. Facebook Twitter LinkedIn Email WhatsApp Copy Link

Related Posts

କେଜ୍ରିୱାଲ-ସିସୋଦିଆଙ୍କ ପଞ୍ଜାବ ପ୍ରବେଶ ଉପରେ କଟକଣା ପାଇଁ କୋର୍ଟ ଯିବ ବିଜେପି

October 29, 2026

ରାଜସ୍ୱ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ

October 29, 2026

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା

October 29, 2026

SIR କୁ ନେଇ କଂଗ୍ରେସରେ ଫାଟ!: କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ

October 29, 2026
Latest News

କେଜ୍ରିୱାଲ-ସିସୋଦିଆଙ୍କ ପଞ୍ଜାବ ପ୍ରବେଶ ଉପରେ କଟକଣା ପାଇଁ କୋର୍ଟ ଯିବ ବିଜେପି

October 29, 2026

ରାଜସ୍ୱ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ

October 29, 2026

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା

October 29, 2026

SIR କୁ ନେଇ କଂଗ୍ରେସରେ ଫାଟ!: କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ

October 29, 2026

MLC ଫଳାଫଳ: ୧୩ ଟି ଆସନ ଜିତିବା ସତ୍ତ୍ୱେ ଖୁସି ନାହିଁ ବିଜେପି

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.