Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣିଥରେ ଆଇଏଏସରେ ଅଦଳବଦଳ , ବଦଳିଲେ ସୁନ୍ଦରଗଡ ଜିଲ୍ଲାପାଳ ରଶ୍ମିତା ପଣ୍ଡା, କ୍ବାଟର ମରାମତିକୁ ନେଇ ଥିଲେ ଚର୍ଚ୍ଚାରେ
ଆଜିର ଖବର

ପୁଣିଥରେ ଆଇଏଏସରେ ଅଦଳବଦଳ , ବଦଳିଲେ ସୁନ୍ଦରଗଡ ଜିଲ୍ଲାପାଳ ରଶ୍ମିତା ପଣ୍ଡା, କ୍ବାଟର ମରାମତିକୁ ନେଇ ଥିଲେ ଚର୍ଚ୍ଚାରେ

June 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ରାଜ୍ୟ ସରକାର ପୁଣି ଥରେ ଆଇଏଏସ ସ୍ତରରେ ଅଦଲବଦଳ କରିଛନ୍ତି। ସୁନ୍ଦରଗଡ ଜିଲ୍ଲାପାଳ ଥିବା ରଶ୍ମିତା ପଣ୍ଡାକୁ ସରକାର ବଦଳି କରି ଦେଇଛନ୍ତି। କାରଣ ରଶ୍ମିତା କ୍ବାଟର ମରାମତିରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିବାର ଘଟଣା ପଦାକୁ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ରଶ୍ମିତାଙ୍କୁ ସରକାର ନିଯୁକ୍ତି ଏବଂ ଦକ୍ଷତା ବିକାଶର ନିର୍ଦ୍ଦେଶିକା ତଥା ସିଇଓ ଭାବେ ଅବସ୍ଥାପିତ କରିଛନ୍ତି। ଅନ୍ୟାନ୍ୟ ଯେଉଁ ଅଧିକାରୀଙ୍କୁ ବଦଳି କରାଗଲା ସେମାନେ ହେଲେ…

ପାଟିଲ ରାଜେଶ ପ୍ରଭାକର- ନିର୍ଦ୍ଦେଶକ , ସ୍ବତନ୍ତ୍ର ପ୍ରକଳ୍ପ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ

ରଶ୍ମିତା ପଣ୍ଡା- ନିଯୁକ୍ତି ଏବଂ ଦକ୍ଷତା ବିକାଶର ନିର୍ଦ୍ଦେଶିକା ତଥା ସିଇଓ

ନିଖିଲ ପବନ କଲ୍ୟାଣ-ସୁନ୍ଦରଗଡ ଜିଲ୍ଲାପାଳ

ମନୀଷା ବାନାର୍ଜି- ଜିଲ୍ଲାପାଳ ସୋନପୁର ତଥା ଜିଲ୍ଲା ମାଜିଷ୍ଟ୍ରେଟ୍

ଭୂମିଷ ଚନ୍ଦ୍ର ବେହେରା , ଓଏଏସ- ଜିଲ୍ଲାପାଳ ଢେଙ୍କାନାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍

ବର୍ତ୍ତମାନ ରୂପା ମିଶ୍ରଙ୍କୁ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପାଟିଲ ପ୍ରଭାକର ଏହି ପଦବୀରେ ନିଯୁକ୍ତି ହେଲେ ରୂପା ଏହି ଦାୟିତ୍ବ ଛାଡିଦେବେ। ସେହିପରି ବରିଷ୍ଠ ଓଏଏସ ଭୂମିଷ ଚନ୍ଦ୍ର ବେହେରା ଏବଂ ମନୀଶା ବାନାର୍ଜିଙ୍କୁ ଜିଲ୍ଲାପାଳ ସହିତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିବେ। ସେକ୍ସନ 20(1) ଅନୁସାରେ ତାଙ୍କୁ ଡିଏମ ଭାବେ ନିଯୁକ୍ତି ଦିଆଯାଇଛି ବୋଲି କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.